1. କୃଷି ଖବର

୧ ଟଙ୍କାରେ ଦେବୁ ୫ କି.ଗ୍ରା ଚାଉଳ ..

୧ ଟଙ୍କାରେ ଦେବୁ ୫ କି.ଗ୍ରା ଚାଉଳ ..

KJ Staff
KJ Staff

କ୍ଷମତା କୁ ଆସିଲେ ଲାଗୁ ହେବ ଯୋଜନା ..

ବିଜେପି କ୍ଷମତା କୁ ଆସିଲେ ୧ ଟଙ୍କାରେ ଚାଉଳ ,ଡାଲି ,ଓ ଲୁଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସଭାରେ ଦେଇଥିଲେ ପ୍ରତିଶୃତି ଏବଂ ଏହା ଏକ ବଡ ମିଛ ପ୍ରତିଶୃତି ଓ ଗୋଲାପୀ ଚିତ୍ର ବୋଲି ବିଜେଡି ପ୍ରତିକ୍ରିୟା ରଖିଛି |ବିଜେଡି ମୁଖପାତ୍ର ଲାଲିନ ମହାନ୍ତି କହିଛନ୍ତି ,ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପିର ସ୍ଥିତି ତାଙ୍କୁ ବିବ୍ରତ କରିଥିବାରୁ ସେ ନିରୁତ୍ସାହ ହୋଇ ଅଧିକ ମିଛ କହିବା ଆରମ୍ଭ କରିଛନ୍ତି |

ଆଜି ସେ ଦେଇଥିବା ମିଛ ପ୍ରତିଶୃତି ଏହାର ଏକ ଉଧାରଣ |ବିଜେପି ଦେଶର ୨୨ ଟି ରାଜ୍ୟରେ ଶାସନ କରୁଥିବା ଦଳର ନେତାମାନେ କହୁଛନ୍ତି |
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଛନ୍ତି ସେଭଳି କାର୍ଯ୍ୟକ୍ରମ କୌଣସି ଗୋଟିଏ ବି ରାଜ୍ୟରେ କାର୍ଯ୍ୟକାରୀ କରିଥିବା ଦେଖିବାକୁ ମିଳୁନାହିଁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments