Krishi Jagran odia
Menu Close Menu

ରଜ ପରେ +୨ ପରୀକ୍ଷା ଫଳ (କଳା ଓ ବାଣିଜ୍ୟ )

Friday, 14 June 2019 07:29 AM

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ +୨ ବିଜ୍ଞାନ ଫଳ ପ୍ରକାଶ ପଇସାରିଥିଲା ବେଳେ ଅନ୍ୟ ପାଠ୍ୟକ୍ରମ ଲାଗି ଫଳାଫଳ କେବେ ପ୍ରକାଶ ପାଇବେ ସେ ନେଇ ଏବେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି | ତେବେ କଲା ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ର ଫଳାଫଳ ରଜ ପରେ ପ୍ରକାଶ ପାଇବାର ସମ୍ଭାବନା ରହିଛି |
ଆସନ୍ତା ୧୭ ବା ୧୮ ରେ +୨ ଫଳ ଘୋଷଣା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |

ଅପରପକ୍ଷେ +୨ ବିଜ୍ଞାନ ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ଙ୍କ ସାର୍ଟିଫିକେଟ ଚଳିତ ମାସ ୧୬ ଶୁଦ୍ଧ ଶିକ୍ଷାନୁଷ୍ଠାନ ପରିଷଦ ପକ୍ଷରୁ ପଠାଯିବ |ଉଭୟ ପାସ ଓ ଫେଲ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କ ସାର୍ଟିଫିକେଟ ପଠାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି |

Share your comments


CopyRight - 2019 Krishi Jagran Media Group. All Rights Reserved.