1. କୃଷି ଖବର

ଦାବି ରଖିଲେ ମୁଖ୍ୟ ମନ୍ତ୍ରୀ ….

ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମିଲ ହୋଇଛନ୍ତି ଦିଲ୍ଲୀ ତଳକାତୋରା ଷ୍ଟାଡିଅମ ରେ ହୋଇଥିବା ଭାରତ ବନ୍ଦ ଅବସରରେ ଏକତ୍ରିତ ହୋଇଥିବା ବି.ଯେ.ଡି ବିରୋଧକଙ୍କ ସମାରୋହ ରେ | ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଚଳିତ ମୌସୁମୀ ରେ ଧାନ ର ଏମ .ଏସ.ପି କୁ ୧୭୫୦ ରୁ ବୁଦ୍ଧି କରି ୧୯୩୦ ଟଙ୍କା କରିବାକୁ |

KJ Staff
KJ Staff
ବଢିବ ଧାନ ର ଏମ.ଏସ.ପି.
ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମିଲ ହୋଇଛନ୍ତି ଦିଲ୍ଲୀ ତଳକାତୋରା ଷ୍ଟାଡିଅମ ରେ ହୋଇଥିବା ଭାରତ ବନ୍ଦ ଅବସରରେ ଏକତ୍ରିତ ହୋଇଥିବା ବି.ଯେ.ଡି ବିରୋଧକଙ୍କ ସମାରୋହ ରେ | ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଚଳିତ ମୌସୁମୀ ରେ ଧାନ ର ଏମ .ଏସ.ପି କୁ ୧୭୫୦ ରୁ ବୁଦ୍ଧି କରି ୧୯୩୦ ଟଙ୍କା କରିବାକୁ |

ଏନେଇ ସେ କହିଛନ୍ତି ଯେ ,"ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ଥିଲେ ଏହିପରି ବିରୋଧ କରିବାକୁ ଆବଶ୍ୟକ ହୋଇନଥାନ୍ତା |ଆମେ ସ୍ୱୟଂ ଆମ ରାଜ୍ୟ ର ଆର୍ଥିକ ଅବସ୍ଥା ସୁଦୃଢ କରିପାରିଥାନ୍ତେ"|
"ଏମ.ଏସ ସ୍ୱାମୀ ନାଥନ କମିଟୀଙ୍କର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ଙ୍କୁ ଏମ.ଏସ ପି ବୃଦ୍ଧି କରିବା ର ଆବଶ୍ୟକତା ରହିଛି |ତେଣୁ କେନ୍ଦ୍ର ସରକାର ତାଙ୍କରର ପ୍ରତିଶୃତି କୁ ଭୁଲି ଯାଇଛନ୍ତି ବୋଲି କହିଛନ୍ତି ,ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ |

ଏହି ବାବଦରେ ସେ ନିଜ ଟ୍ୱିର୍ଟର ଆକାଉଣ୍ଟ ଦ୍ୱାରା ରାଜ୍ୟବାସୀଙ୍କ ପାଖରେ ପହଞ୍ଚିବାର ପ୍ରୟାସ ମଧ୍ୟ କରିଛନ୍ତି

କାହିଁକି ହୋଇଛି ଭାରତ ବନ୍ଦ !ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ …

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments