1. କୃଷି ଖବର

ଦେବସ୍ନାନ ପୁର୍ଣିମା!

ଦେବସ୍ନାନ ପୁର୍ଣିମା!

KJ Staff
KJ Staff

ଆଜି ହାଥୀ ବେଶ ରେ ଶ୍ରୀଜିଉ ଦର୍ଶନ
ଶ୍ରୀକ୍ଷେତ୍ର ରେ ଭକ୍ତଙ୍କ ସୁଅ
ସୁରକ୍ଷା ଦାୟିତ୍ୱ ରେ ୪୩ ପ୍ଲାଟୁନ ଫୋର୍ସ

ଗ୍ରୀଷ୍ମ ଋତୁ ର ମଜା ନେଇ ଆଜି ମହାପ୍ରଭୁ ୧୦୮ ଗରା ପାଣି ରେ ସ୍ନାନ କରିବେ |ଯଥା ବିଧି ରେ ସ୍ନାନ କର୍ମ ସମ୍ପନ୍ନ ହେବା ଲାଗି ପ୍ରସ୍ତୁତ ହୋଇଛି ସ୍ନାନ ମଣ୍ଡପ |ଶ୍ରୀଜିଉ ଙ୍କ ମନୋହର ଲୀଳା ର ଆନନ୍ଦ ନେବା ଲାଗି ଆଜି ବଡଦାଣ୍ଡ ରେ ଭକ୍ତଙ୍କ ସୁଅ |ପ୍ରଭୁଙ୍କ ପାଇଁ ମଣ୍ଡପରେ ଚାନ୍ଦୁଆ ,ଫୁଲ ସହ ରଙ୍ଗୀନ ଆଲୋକମାଳାରେ ଆୟୋଜନ କରାଯାଇଛି |ପହଣ୍ଡି ନିମନ୍ତେ ରତ୍ନସିଂହାସନ ରେ ଚାରମାଳ ବନ୍ଧା ଯାଇଛି |

ଶୃଙ୍ଖଳିତ ଦର୍ଶନ ନିମନ୍ତେ ସିଂହଦ୍ୱାର ସାମ୍ନାରେ ବାରିକେଟ କରାଯାଇଛି |ରତ୍ନସିଂହାସନ ସମୁଖରେ ରାସ୍ତା ରେ ଠିଆ ହୋଇ ଲୋକେ ଦାରୁବ୍ରହ୍ମ ଙ୍କ ଦର୍ଶନ କରିବେ |ସେହିପରି ରାତି ୭:୩୦ ରୁ ୯:୩୦ ଯାଏ |ଏହି ସମୟରେ ଭକ୍ତଂକୁ ରତ୍ନସିଂହାସନ ଉପରକୁ ଯାଇ ଶ୍ରୀଜିଉ ଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ |ବଡଦାଣ୍ଡ ରେ ଠିଆ ହୋଇ ଭକ୍ତ କିପରି ମହାପ୍ରଭୁ ଙ୍କ ଦର୍ଶନ କରିପାରିବେ ସେ ବାବଦରେ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments