1. କୃଷି ଖବର

ଚାଷ ଉପକରଣ ଓ ନିର୍ମାଣ ଯାନ ରେ ଏବେ ଲାଗିବ ୨ ପ୍ରକାର ଇନ୍ଧନ;ଭାରତ ସରକାର..

ମୋଦି ସରକାରଙ୍କ କଥା ଉପରେ କୁ ପୁନର୍ବାର ଗୁରୁତ୍ବ ଦେଇ ,କୃଷି ଏବଂ ବୈଷୟିକ ର ଦୃଢ଼ ସମ୍ବନ୍ଧ ଅଛି ବୋଲି ସି.ଆଇ.ଆଇ ଅଗ୍ରୋଟେକ୍ ଇଣ୍ଡିଆ -୨୦୧୮ ରେ କହିଛନ୍ତି ରାଷ୍ଟ୍ରପତି,ରାମ ନାଥ କୋବିନ୍ଦ।

KJ Staff
KJ Staff

ଗତ ୪ ଡିସେମ୍ବର ମଙ୍ଗଳବାର ଦିନ ଦୁଆଲ୍ ଫୁଏଲ ବା ୨ ପ୍ରକାର ର ଇନ୍ଧନ ର ବ୍ୟବହାର କୁ ମର୍ଯ୍ୟାଦା ଦେଇ ବୈକଳ୍ପିକ ଉର୍ଜା ଯଥା ସି.ଏନ୍.ଜି., ବାୟୋ ଫୁଏଲ ଇତ୍ୟାଦି କୁ ପ୍ରୋତ୍ସାହନ ଦେଉଛନ୍ତି ।
ଏହି ନିୟମ ଦ୍ୱାରା ସରକାର ସମ୍ବିଧାନ ଧାରା ୧୧୫ A ଏବଂ ୧୧୫ B ପରିବର୍ତ୍ତେ ୧୧୫AA ଏବଂ ୧୧୫ BB ଜାରି କରିଛନ୍ତି।

ଏହା ଦ୍ବାରା ଟ୍ରାକ୍ଟର, ପାୱାର ଟିଲର୍, ହାର୍ବେଷ୍ଟ୍ର ,ନିର୍ମାଣ ଯାନ ଇତ୍ୟାଦି ମୁଖ୍ୟ ଭାବେ ଡିଜେଲ୍ ର ବ୍ୟବହାର କରିବେ ଏବଂ ସି.ଏନ୍.ଜି ଓ ବାୟୋ ଫୁଏଲ କୁ ଅମୁଖ୍ୟ ଭାବେ ବ୍ୟବହାର କରିବେ।ଏହି ବିକଳ୍ପ ଦ୍ୱାରା ପରିବେଶ ପ୍ରଦୂଷଣ ରୁ ଲାଘବ ମିଳିବ ସଙ୍ଗେ ସଙ୍ଗେ , ଡିଜେଲ୍ ର ଖର୍ଚ୍ଚ ବଞ୍ଚିବା ଫଳରେ ଚାଷ ଓ ନିର୍ମାଣ କାର୍ଯ୍ୟ ର ବ୍ୟୟବହୁଳ ହେବା ନାହିଁ ବୋଲି ସରକାରଙ୍କ ବିଶ୍ୱାସ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments