1. କୃଷି ଖବର

ଅଟୋ ଉପରେ ବଗିଚା !

ଅଟୋ ଉପରେ ବଗିଚା !

KJ Staff
KJ Staff

ଆଜିକାଲି ବ୍ୟସ୍ତ ଜୀବନ ମଧ୍ୟରେ ମଣିଷ ସବୁଜିମା ଠାରୁ ବହୁ ଦୂରରେ |ପ୍ରାକୃତିକ ଉଦ୍ଭିତ୍ତ ଜଗତ ସତେ ଯେପରି ଆମ ଜୀବନରୁ ବିଲୋପ ହେଇଯାଇଛିନ୍ତି |ଏହିପରି ପରିସ୍ତିଥି ରେ ମଧ୍ୟ କିଛି ଲୋକ ନିଜ ସମ୍ବଳ ମଧ୍ୟରେ ଉଦ୍ଭିଦ ଜଗତ କୁ ଟାଣି ଆଣୁଛନ୍ତି ଏବଂ ଏହାର ଏକ ପ୍ରକୃଷ୍ଟ ଉଧାରଣ କଲିକତା ର ଏକ ଅଟୋ ଚାଲାକ ବିଜୟ ପାଲ |

ପରିବେଶ ,ପ୍ରଦୂଷଣ ଏବଂ ସେଥିରେ ସବୁଜିମା ର ଭୂମିକା କୁ ନେଇ ଲୋକଙ୍କୁ ସଚେତନ କରିବାକୁ ଯାଇ ସେ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି |ବେଶ ପ୍ରଶଂସା ପାଉଥିବା ଏହି ଅଟୋ ଚାଲାକ ଜଣକ ଏହା ଦ୍ୱାରା ବାର୍ତା ଦେଇଛନ୍ତି "ଗଛ ବଞ୍ଚାଅ ,ଜୀବନ ବଞ୍ଚାଅ "|

ଏହା ଦ୍ୱାରା ଯାତ୍ରୀଙ୍କୁ ଭୀଷଣ ଖରାରୁ ରକ୍ଷା ମିଳୁଥିବା ସାଙ୍ଗରେ ଅଟୋ ଭିତରେ ବେଶ ଥଣ୍ଡା ଲାଗୁଛି|ଅଟୋ ଚାଲାକ ଙ୍କୁ ଧିକାର କରୁଥିବା ସମସ୍ତ ଙ୍କ ପାଇଁ ସେ ଜଣେ ପ୍ରକୃଷ୍ଟ ଉଦ୍ଧାହରଣ ହୋଇପାରୁଥିବାରୁ ଗର୍ବିତ ବିଜୟ ପାଲ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments