1. କୃଷି ଖବର

୨୩ ରୁ ଗ୍ରୀଷ୍ମ ର ବଢିବ ପ୍ରକୋପ !

୨୩ ରୁ ଗ୍ରୀଷ୍ମ ର ବଢିବ ପ୍ରକୋପ !

KJ Staff
KJ Staff


ବର୍ତ୍ତମାନ ରାଜ୍ୟ ର କିଛି ସ୍ଥାନ ରେ ପ୍ରବଳ ଗରମ ଲାଗୁଥିଲାବେଳେ ଅନ୍ୟ କିଛି ସ୍ଥାନରେ କାଳବୈଶାଖୀ ଅନୁଭୂତ ହେଉଛି |ବୁଧବାର ରାଜ୍ୟରେ ସର୍ବଦାହିକା ତାପମାତ୍ରା ମାଲକାନଗିରି ରେ ୩୯.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି |ଭବାନୀପାଟଣା ରେ ୩୭ ଡିଗ୍ରୀ ଥିଲାବେଳେ ଭୁବନେଶ୍ୱର ୩୭ ଡିଗ୍ରୀ ପାଖାପାଖି ରହିଛି |ଆଗାମୀ ଦିନରେ ତାତି ଆହୁରି ବଢିବାର ସମ୍ଭାବନା ରହିଛି |

ଆସନ୍ତାକାଲି ଗଜପତି ,ଗଂଜାମ ,ରାୟଗଡା ,ଖୋର୍ଦ୍ଧା ,କନ୍ଧମାଳ ,ପୁରୀ ଓ ନୟାଗଡ଼ ଆଦି ୭ ଟି ଜିଲାରେ ଘୁର୍ଣ୍ଣିଝଡ ଓ ବଜ୍ରପାତ ସହିତ ବର୍ଷାର ସମ୍ଭାବନ ରହିଛି |ସେହିପରି ୨୨ ରେ ଉପକୂଳ ଓଡିଶା ସମେତ ସୁନ୍ଦରଗାର୍ଡ଼ ,କେନ୍ଦୁଝର ,କନ୍ଧମାଳ ,ମୟୁରଭଞ୍ଜ ଆଦି ଜିଲାରେ ଘଡଘଡି ସହିତ ସ୍ୱଳ୍ପବର୍ଷ ର ସମ୍ଭାବନ ରହିଛି |


ତେବେ ୨୩ ରୁ ତାପମାତ୍ରା ବୃଦ୍ଧି ପାଇବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments