ସର୍ବକ୍ଷଣ ରୁ ଜଣା ପଡିଛି ଭାରତ ରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି |ଏହାର ବହୁ କାରଣ ହେଇପାରେ ଯେଉଁଥିରୁ ଖାଦ୍ୟପେୟର ଏହା ପ୍ରଭାବ ହେଇପାରେ ବୋଲି ବିଶେଷଜ୍ଞନ ମତ ଦେଇଛନ୍ତି |ଦେଶରେ ୨୦ ବର୍ଷ ରୁ ଉର୍ଧ୍ଵ ବୟସ୍କ ମଧୁମେହ ରୋଗୀଙ୍କ ସଂଖ୍ୟା ସମ୍ପ୍ରତି ୬ କୋଟିରେ ପହଞ୍ଚିଛି |
-ଅଧିକାଂଶ ମଧୁମେହ ରୋଗୀ ଭାତ ଖାଇବା ସହ ଯୁବପିଢ଼ି ବିଭିନ୍ନ ପ୍ରକାର ଫ୍ରାଏଡ ରାଇସର ଲୋଭରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି |
-ନିୟମିତ ଭାବେ ମଇଦା ରୁ ପ୍ରସ୍ତୁତ ଖାଇବା ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ର ମୁଖ୍ୟ କାରଣ |
-ଶୀଘ୍ର ଖାଇବା ଦ୍ୱାରା ଏହି ରୋଗ ବୃଦ୍ଧି ପାଉଥିବାର ଜଣା ପଡିଛି |ଏହା ଦ୍ୱାରା ରକ୍ତ ରେ ଶର୍କରା ମାତ୍ର ବଢିବାର ଜଣାପଡିଛି |
-ମଧୁମେହ ରୋଗୀ ଅଧିକ ସମୟ ଭୋକିଲା ରୁହନ୍ତୁ ନାହିଁ ;ଏହା ଆପଣଙ୍କ ଲାଗି ବିପଦଜନକ ହୋଇପାରେ |
-ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର ମୃଦୁପାନୀୟ ଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ |
Share your comments