Krishi Jagran odia
Menu Close Menu

ଆଫଗାନିସ୍ତାନ ରୁ ପିଆଜ ଆମଦାନୀ

Thursday, 26 September 2019 03:14 PM
onions

ଆମଦାନୀ ହେଲା ୬୦ ମେଟ୍ରିକ ଟନ ପିଆଜ
ଅକ୍ଟୋବର ୧୫ ସୁଦ୍ଧା ଇଜିପ୍ଟ ରୁ ଆସିବା ପିଆଜ

ପିଆଜ ଏବେ ଚଢା ଦର ରେ ବଜାରରେ ଉପଲବ୍ଧ ହେଉଛି |କିନ୍ତୁ ଖୁବ ଶୀଘ୍ର ଏହି ଦର ସାମାନ୍ୟ ସ୍ତର କୁ ଫେରିବାକୁ ଯାଉଛି ଏବଂ ଏହା ଲାଗି ଆଫଗାନିସ୍ତାନ ରୁ ପିଆଜ ଆମଦାନୀ କରାଯିବ |ଆସନ୍ତା ମାସରେ ଇଜିପ୍ଟ ରୁ ଅଧିକ ପିଆଜ ଆସି ପହଞ୍ଚିବ|

ଏସବୁ ଦ୍ୱାରା ଆଗକୁ ବଜାରରେ ପିଆଜ ଦର ନିୟନ୍ତ୍ରିତ ହେବ|ସୂଚନା ଅନୁଯାୟୀ ବୁଧବାର ଆଫଗାନିସ୍ତାନ ରୁ ୨ ଟି ପିଆଜ ଟ୍ରକ ଦେଶ ମଧ୍ୟକୁ ପ୍ରବେଶ କରିଛି |ଏବଂ ଖୁବ ଶୀଘ୍ର ଆଉ ୩୦ ରୁ ୩୫ ଟ୍ରକ ପିଆଜ ଭାରତକୁ ଆସି ପହଞ୍ଚିବ |ଭାରତରେ ପିଆଜ ଦର ବୃଦ୍ଧି ପରେ ଆଫଗାନିସ୍ତାନ ର ବ୍ୟବସାୟୀ ମାନେ ଭାରତ ରେ ପିଆଜ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି |ବର୍ତମାନ ପିଆଜ ଦର କିଲୋ ପ୍ରତି ୬୦ ରୁ ୭୦ ଟଙ୍କା ରହିଥିଲା ବେଳେ ,ଆଫଗାନିସ୍ତାନ ରୁ ପିଆଜ ଆସିବା ପରେ ଏହାର ଦର ଖସି ୩୦ ରୁ ୩୫ ଟଙ୍କା ପ୍ରତି କିଲୋ ରହିବ ବୋଲି ଅନୁମାନ କରାଯାଉଛି |

onion

Share your comments

CopyRight - 2019 Krishi Jagran Media Group. All Rights Reserved.