1. କୃଷି ଖବର

ଆଫଗାନିସ୍ତାନ ରୁ ପିଆଜ ଆମଦାନୀ

ଆଫଗାନିସ୍ତାନ ରୁ ପିଆଜ ଆମଦାନୀ

KJ Staff
KJ Staff

ଆମଦାନୀ ହେଲା ୬୦ ମେଟ୍ରିକ ଟନ ପିଆଜ
ଅକ୍ଟୋବର ୧୫ ସୁଦ୍ଧା ଇଜିପ୍ଟ ରୁ ଆସିବା ପିଆଜ

ପିଆଜ ଏବେ ଚଢା ଦର ରେ ବଜାରରେ ଉପଲବ୍ଧ ହେଉଛି |କିନ୍ତୁ ଖୁବ ଶୀଘ୍ର ଏହି ଦର ସାମାନ୍ୟ ସ୍ତର କୁ ଫେରିବାକୁ ଯାଉଛି ଏବଂ ଏହା ଲାଗି ଆଫଗାନିସ୍ତାନ ରୁ ପିଆଜ ଆମଦାନୀ କରାଯିବ |ଆସନ୍ତା ମାସରେ ଇଜିପ୍ଟ ରୁ ଅଧିକ ପିଆଜ ଆସି ପହଞ୍ଚିବ|

ଏସବୁ ଦ୍ୱାରା ଆଗକୁ ବଜାରରେ ପିଆଜ ଦର ନିୟନ୍ତ୍ରିତ ହେବ|ସୂଚନା ଅନୁଯାୟୀ ବୁଧବାର ଆଫଗାନିସ୍ତାନ ରୁ ୨ ଟି ପିଆଜ ଟ୍ରକ ଦେଶ ମଧ୍ୟକୁ ପ୍ରବେଶ କରିଛି |ଏବଂ ଖୁବ ଶୀଘ୍ର ଆଉ ୩୦ ରୁ ୩୫ ଟ୍ରକ ପିଆଜ ଭାରତକୁ ଆସି ପହଞ୍ଚିବ |ଭାରତରେ ପିଆଜ ଦର ବୃଦ୍ଧି ପରେ ଆଫଗାନିସ୍ତାନ ର ବ୍ୟବସାୟୀ ମାନେ ଭାରତ ରେ ପିଆଜ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି |ବର୍ତମାନ ପିଆଜ ଦର କିଲୋ ପ୍ରତି ୬୦ ରୁ ୭୦ ଟଙ୍କା ରହିଥିଲା ବେଳେ ,ଆଫଗାନିସ୍ତାନ ରୁ ପିଆଜ ଆସିବା ପରେ ଏହାର ଦର ଖସି ୩୦ ରୁ ୩୫ ଟଙ୍କା ପ୍ରତି କିଲୋ ରହିବ ବୋଲି ଅନୁମାନ କରାଯାଉଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments