1. କୃଷି ଖବର

କାଳିଆ ରଥ ଏବେ ଦେବ ସୂଚନା !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାଇକଙ୍କର ନୂତନ କାଳିଆ ସ୍କିମ ଏବେ ଓଡିଶା ର ଜଣ ସାଧାରଣଙ୍କୁ ଆର୍ଥିକସ ସୁଦୃଢତା ର ପ୍ରତିଜ୍ଞା ଦେଇ ସମସ୍ତଙ୍କ ମନ କିଣି ନେଇଛି |ଏହି ସ୍କିମ କୁ ଅଧିକ ରୁ ଅଧିକ ଓଡିଶା ବାସୀଙ୍କ ପାଖରେ ପହଞ୍ଚାଇବା ଲାଗି ଏବେ ସରକାର ଆରମ୍ଭ କରିଛନ୍ତି ନୂତନ "କାଳିଆ ରଥ "|ଏହା ଦ୍ୱାରା ସରକାର ଓଡିଶା ର ସମସ୍ତ ଗରମା ପଞ୍ଚାୟତ କୁ ପହଞ୍ଚିବା ର ପ୍ରୟାସ କରିବେ |

KJ Staff
KJ Staff

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାଇକଙ୍କର ନୂତନ କାଳିଆ ସ୍କିମ ଏବେ ଓଡିଶା ର ଜଣ ସାଧାରଣଙ୍କୁ ଆର୍ଥିକ ସୁଦୃଢତା ର ପ୍ରତିଜ୍ଞା ଦେଇ ସମସ୍ତଙ୍କ ମନ କିଣି ନେଇଛି |ଏହି ସ୍କିମ କୁ ଅଧିକ ରୁ ଅଧିକ ଓଡିଶା ବାସୀଙ୍କ ପାଖରେ ପହଞ୍ଚାଇବା ଲାଗି ଏବେ ସରକାର ଆରମ୍ଭ କରିଛନ୍ତି ନୂତନ "କାଳିଆ ରଥ "|ଏହା ଦ୍ୱାରା ସରକାର ଓଡିଶା ର ସମସ୍ତ ଗରମା ପଞ୍ଚାୟତ କୁ ପହଞ୍ଚିବା ର ପ୍ରୟାସ କରିବେ |

ଏହି କାଳିଆ ରଥ ଏବେ ବିଭିନ୍ନ ଗ୍ରାମ ପଞ୍ଚାୟତ ଅତିକ୍ରମ କରିବା ମଧ୍ୟରେ ବିଭିନ୍ନ ପ୍ରକାର ର ସଂକୃତିରେ କାର୍ଯ୍ୟକ୍ରମ,ଅଭିନୟ ଇତ୍ୟାଦି ପରିଦର୍ଶନ କରିବା ସହ ବିଭିନ୍ନ ପାମ୍ପଲେଟ ,ଭିଜୁଆଲ ଇତ୍ୟାଦି ଦ୍ୱାରା ସୂଚନା ସମ୍ପ୍ରସାରଣ କରିବେ ଏବଂ ଏହା ସହ ସଫଳ ଚାଷୀ ମନକୁ ପୁରସ୍କୃତ ,ମଧ୍ୟ କରିବେ |

ଏହି କାର୍ଯ୍ୟ କୃଷକ ସମ୍ପର୍କ ଅଭିୟାନ ଅଧିନସ୍ଥ କାଳିଆ ରଥ ,ଓଡିଶା ରାଜ୍ୟ କୃଷି ମାର୍କେଟିଙ୍ଗ ବୋର୍ଡ଼ ଦ୍ୱାରା କାର୍ଯ୍ୟ କରି ହେବ |ଏହା ବ୍ୟତୀତ ଏହା ସହ ,ମତ୍ସ୍ୟ ପାଳନ ,ପଶୁ ପାଳନ ,କୃଷି ସଶକ୍ତିକରଣ ,ପଞ୍ଚାୟୀତିରାଜ ପରି ବିଭାଗ ମଧ୍ୟ ସମନିତ୍ବ ଭାବେ ଜଡିତ ରହିବେ ତେଣୁ ଏହା ଓଡିଶା ର କୃଷକ ସମାଜ କୁ ବେଶ ଲାଭଦାୟକ ହେବ ବୋଲି ଓଡିଶା ସରକାର ଙ୍କ ବିଶ୍ୱାସ |


ଏହା ବ୍ୟତୀତ ଏବେ କାଳିଆ ଯୋଜନା ର ଅଧିକ ସମସ୍ତ ସୂଚନା ଲାଗି ଆପଣ ୧୮୦୦ ୫୬୨ ୧୧ ୨୨ ରେ ମଧ୍ୟ ଯୋଗାଯୋଗ କରିପାରିବେ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments