1. କୃଷି ଖବର

କୃଷି ଶିଳ୍ପ ର ମହାକୁମ୍ଭ ! କୃଷି ମେଳା -୨୦୧୯ …

କୃଷି ଶିଳ୍ପ ର ମହାକୁମ୍ଭ ! କୃଷି ମେଳା -୨୦୧୯ …

KJ Staff
KJ Staff

ସମୟ :ଦିନ ୧୧ ଟା
ସ୍ଥାନ :ବିଜୁ ପଟ୍ଟନାୟକ ପଡିଆ ,ବରମୁଣ୍ଡା ,ଭୁବନେଶ୍ୱର
ଦିନ :୧୫-୧୯ ଜାନୁଆରୀ ...

କୃଷି ଓ କୃଷି ସମ୍ବନ୍ଧୀୟ ସମସ୍ତ ଉଦ୍ୟୋଗ କୁ ନେଇ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କୃଷି ମହାକୁମ୍ଭ!!ଜାନୁଆରୀ ୧୫-୧୯ ଦେଖନ୍ତୁ ରାଜ୍ୟ ର କୃଷି କଳାକାରୀ ;ନୂତନ ଉଦ୍ୟୋଗ ,ଉପକରଣ ,ପ୍ରଯୁକ୍ତି ବିଦ୍ୟା କୁ ନେଇ ଆରମ୍ଭ ହେବାକୁ ଯାଉଛି କୃଷି ମେଳା |


ସେଥିରେ ଭାଗ ନେବେ ବିଭିନ୍ନ କୃଷି ଅନୁଷ୍ଠାନ ଏବଂ ସେଥି ମଧ୍ୟରୁ ଅନ୍ୟତମ ରହିବ ଆପଣଙ୍କ ପ୍ରିୟ କୃଷି ଜାଗରଣ !


ଷ୍ଟଲ ନୋ -୩୧ ରେ ଭେଟନ୍ତୁ କୃଷି ଜାଗରଣ ଓଡିଶା କୁ ..

 

ଅଧିକ ଜାଣିବା ଲାଗି ଆମ ସହ ଜଡିତ ରୁହନ୍ତୁ …

ଯୋଗାଯୋଗ କରନ୍ତୁ ...
କୃଷି ଜାଗରଣ ଓଡ଼ିଆ ସମ୍ପାଦକ :
ପ୍ରଦୀପ୍ତ କୁମାର ଦତ୍ତ
ଫ ନୋ-୯୯୯୯୭୯୬୮୫୯

ଷ୍ଟଲ ନୋ -୩୧ ! ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments