1. କୃଷି ଖବର

ହେ ରାମ !

ସମଗ୍ର ଭାରତ ଆଜି ,ଜାନୁଆରୀ ୩୦ ରେ ପାଳନ କରୁଛି ମାଟ୍ରିୟର୍ସ ଡେ ! ଆଜି ଜାତି ର ପିତା ମୋହନଦାସ କରମଚନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କର ମୃତ୍ୟୁ ଦିବସ ମଧ୍ୟ କିନ୍ତୁ ଭାରତ ଲାଗି ନିରନ୍ତର ଲଢ଼ଇଥିରୁ ଆଜି ର ଦିନ ଦେଶ ଲାଗି ସ୍ୱାଧୀନ ହେଇଥିବା ସମସ୍ତ ଦେଶପ୍ରେମୀ ଙ୍କ ଲାଗି ଉତ୍ସର୍ଗ କରାଯାଇଛି | ବାପୁ ଙ୍କ ମୃତ୍ୟୁ ୭୮ ବୟସ ରେ ନାଥୁରମ ଗଡ୍ସେ ଙ୍କ ଗୁଳି ମାଡ ଦ୍ୱାରା ହୋଇଥିଲା|

KJ Staff
KJ Staff

ସମଗ୍ର ଭାରତ ଆଜି ,ଜାନୁଆରୀ ୩୦ ରେ ପାଳନ କରୁଛି ମାଟ୍ରିୟର୍ସ ଡେ ! ଆଜି ଜାତି ର ପିତା ମୋହନଦାସ କରମଚନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ)ଙ୍କର ମୃତ୍ୟୁ ଦିବସ ମଧ୍ୟ କିନ୍ତୁ ଭାରତ ଲାଗି ନିରନ୍ତର ଲଢ଼ଇଥିରୁ ଆଜି ର ଦିନ ଦେଶ ଲାଗି ସ୍ୱାଧୀନ ହେଇଥିବା ସମସ୍ତ ଦେଶପ୍ରେମୀ ଙ୍କ ଲାଗି ଉତ୍ସର୍ଗ କରାଯାଇଛି |
ବାପୁ ଙ୍କ ମୃତ୍ୟୁ ୭୮ ବୟସ ରେ ନାଥୁରମ ଗଡ୍ସେ ଙ୍କ ଗୁଳି ମାଡ ଦ୍ୱାରା ହୋଇଥିଲା|

ଜଣାନ୍ତୁ ମହାତ୍ମା ଗାନ୍ଧୀ ଙ୍କ ମାହାତ୍ମ୍ୟ !
-ତାଙ୍କର ମାହାତ୍ମ୍ୟ ଏବଂ ଅହିଂସା ଦେଶ ବାସୀଙ୍କୁ ଶାନ୍ତି ର ସହ ଇଂରେଜ ସରାକର ଙ୍କ ପରି ଶକ୍ତିଶାଳୀ ସେନା କୁ ପରାସ୍ତ କରିବାର ଆତ୍ମବିଶ୍ୱାସ ଦେଇଛି |

 

-ଦେଶ ତାଙ୍କ ସମୟରେ ବହୁ ଅଭାବ ଏବଂ ଦାରିଦ୍ର୍ୟତା ମଧ୍ୟରେ ଗତି କରୁଥିଲା |ସେ ଆମକୁ କାନ୍ଧ ରେ କାନ୍ଧ ମିଶାଇ ଦେଶ ର ଉନ୍ନତି ଲାଗି ପ୍ରୟାସ କରିବା ଶିଖାଇଛନ୍ତି |

 

-ପରସ୍ପର ମଧ୍ୟରେ ଭେଦ ଭାବ ଲାଗି ମତଭେଦ ନ ରଖି ବିଭିନ୍ନତା ମଧ୍ୟରେ ଏକତା ଦର୍ଶାଇବା ଆବଶ୍ୟକ ବୋଲି ଶିଖାଇଥିଲେ ଜାତି ର ଜନକ|

 

ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ  ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ଦେଶପ୍ରେମୀ ଙ୍କୁ ଶୁବେଛା

ଆସନ୍ତୁ ଆମେ ସମସ୍ତେ ଜାତି ର ପିତା ଏବଂ ସମସ୍ତ ଦେଶ ପ୍ରେମୀଙ୍କୁ ମାନେ ପକାଇ ତାଙ୍କ ପଥରେ ଦେଶ ର ଉନ୍ନତି ଲାଗି ଅଗ୍ରସର ହେବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments