1. କୃଷି ଖବର

୨୧ ସୁଦ୍ଧା ମୌସୁମୀ..

୨୧ ସୁଦ୍ଧା ମୌସୁମୀ..

KJ Staff
KJ Staff

ଖୁବ ଶୀଘ୍ର ଆସୁଛି ମୌସୁମୀ |ଆସନ୍ତା ୨୦ ବା ୨୧ ତାରିଖ ରେ ଓଡିଶା ର ମାଟି ରେ ସ୍ପର୍ଶ ହେବା ଚଳିତ ବର୍ଷ ର ପ୍ରଥମ ମୌସୁମୀ ବୁନ୍ଦା |ବହୁ ଦିନ ଧରି ଗ୍ରୀଷ୍ମ ପ୍ରଭାବ ରେ ଅହରହ ଛଟପଟ ହେଉଥିବା ଓଡିଶା ବାସୀଙ୍କୁ ମିଳିବ ଟିକେ ସନ୍ତୁଷ୍ଟି ର ବର୍ଷା|
ଗତ କିଛି ଦିନର ବର୍ଷା ପରେ ରାଜ୍ୟ ତମାନ ଏବେ ପାରଦ ୪୦ ଡିଗ୍ରୀ ତଳେ ରହିଛି |ଆସନ୍ତା ୩ ରୁ ୪ ଦିନ ମଧ୍ୟରେ କର୍ଣ୍ଣାଟକ ,ଗୋଆ ,ଆନ୍ଧ୍ର ପ୍ରଦେଶ ସହ ଓଡିଶା ରେ ଛୁଇଁପାରେ ମୌସୁମୀ |ଅନ୍ୟପକ୍ଷେ ମୌସୁମୀ କୁ ଟାଣି ଆଣିବା ଲାଗି ବଙ୍ଗୋପ ସାଗରରେ ଏକ ଲଘୁଚାପ ଘୁର୍ନିଭୁତ ହୋଇଛି |ଯାହା ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବ |

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦେଶକ ଡ଼ ଶରତ ଚନ୍ଦ୍ର ସାହୁଙ୍କ ଅନୁଯାୟୀ ୨୩ ରୁ ୨୪ ତାରିଖ ବେଳ ଆନ୍ଧ୍ର ଏବଂ ଓଡିଶା ଉପକୂଳ ରେଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନ ଅଛି ଯାହା କି ମୌସୁମୀ କୁ ଓଡିଶାକୁ ଟାଣି ଆଣିବାରେ ସାହାଯ୍ୟ କରିବ|ମୌସୁମୀ ବର୍ଷା ୧୯ ରୁ ବଢିବ |ପ୍ରଥମେ ଦକ୍ଷିଣରେ ଅଧିକ ବର୍ଷା ହେବ ଏବଂ ପରେ ଏହା ସମଗ୍ର ଓଡିଶା ରେ ବଢିବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments