1. କୃଷି ଖବର

ଇତିହାସ ରଚିଲେ ପଲ୍ଲବୀ …

ପୂର୍ବରୁ ବାୟୁ ସେନାର ଯୁଦ୍ଧବିମାନ ଉଡାଣ,ଚଳାଚଳ ଏବଂ ଗୁଳିଗୋଳା ବର୍ଶଣ କ୍ଷେତ୍ର ରେ କେବଳ ପରୁଷଙ୍କ ପ୍ରଧ୍ୟାନ୍ୟ ରହିଥିଲା | ନିକଟରେ ଜଣେ ଝିଅ ଯୁଦ୍ଧବିମାନରୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରି ପରିଦର୍ଶିତା ଦେଖାଇଛନ୍ତି |ଏବେ ଓଡ଼ିଆ ଝିଅ ପଲ୍ଲବୀଙ୍କୁ ବାୟୁସେନାର ଯୁଦ୍ଧବିମାନ ଚଳାଚଳ ନେତୃତ୍ୱ ନେବା ଓ ଦଳକୁ ପରିଚାଳନା ଦାଇତ୍ୱ ଅର୍ପଣ କରାଯାଇଛି |ପଲ୍ଲବୀଙ୍କ ଭଳି କମସଂଖ୍ୟକ ମହିଳାଙ୍କୁ ଯୁଦ୍ଧବିମାନ ଚଳାଚଳ ପାଇଁ ଦେଶରେ ସୁଯୋଗ ମିଳିଛି |

KJ Staff

ଦେଶର ପ୍ରଥମ ମହିଳା ଭାବେ ଯୁଦ୍ଧ ବିମନାରୁ କ୍ଷପଣାସ୍ତ୍ର ଉତକ୍ଷେପଣ କ୍ଷେତ୍ର ରେ ଇତିହାସ ରଚିଛନ୍ତି ଓଡ଼ିଆ ଝିଅ ପଲ୍ଲବୀ ମହାପାତ୍ର |"ଆକାଶ " କ୍ଷେପଣାସ୍ତ୍ର କୁ ଭୁପୃଷ୍ଠରୁ ଆକାଶକୁ ଶାପଲତା ସହ ସେ ନିକ୍ଷେପିତ କରିଛନ୍ତି |ବାୟୁସେନାରେ ନିଜର ପାରଦର୍ଶିତା ଦେଖାଇ ପ୍ରଥମ ମହିଳା ଯୁଦ୍ଧବିମାନ ଚଳାଇବାର ଯୋଗ୍ୟତା ଅର୍ଜନ କରିଛନ୍ତି ପଲ୍ଲବୀ |

"କ୍ରସବୋ -୨୦୧୮" ରେ ଯୁଦ୍ଧବିମାନରୁ ଆକାଶକୁ କ୍ଷେପଣାସ୍ତ୍ର ସଫଳର ସହ ଉତକ୍ଷେପଣ କରି ସେ ଏହି ଯୋଗ୍ୟତା ହାସଲ କରିଛନ୍ତି |ବାୟୁ ସେନା ମୁଖ୍ୟ ଓ ଅନ୍ୟ ବାୟୁ ସେନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ରେ ଏହି ସଫଳତା ହାସଲ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments