1. କୃଷି ଖବର

ପରୀକ୍ଷା ପେ ଚର୍ଚ୍ଚା..ମୋଦିଙ୍କର ନୂତନ ପ୍ରୟାସ !

ପିଲାମାନଙ୍କ ଉପରେ ଅଧିକ ଚାପ ପଡିଲେ ସମସ୍ୟା ଅଧିକ ବଢିଥାଏ |ତେଣୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏଇ ନେଇ ଏକ ନୂତନ ପ୍ରୟାସ କରିଛନ୍ତି !ପରୀକ୍ଷା ପେ ଚର୍ଚ୍ଚା|ଏହା ମାଧ୍ୟମରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ଦେଇଛନ୍ତି ଏବଂ ଏହା ସହ ପିତାମାତା ଙ୍କୁ ମଧ୍ୟ ନିଜ ସ୍ବପ୍ନ ପିଲାମାନଙ୍କ ଉପରେ ନ ଲଦିବାର ଉପଦେଶ ମଧ୍ୟ ଦେଇଛନ୍ତି |ଦିଲ୍ଲୀ ର ତାଲକୋଟରା ଷ୍ଟାଡିଅମ ରେ ପରୀକ୍ଷା ପେ ଚର୍ଚ୍ଚା ର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ର ଛାତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ଙ୍କ ସହ ଭାବ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏଭଳି ପରାମର୍ଶ ଦେଇଛନ୍ତି |

KJ Staff
KJ Staff

ପିଲାମାନଙ୍କ ଉପରେ ଅଧିକ ଚାପ ପଡିଲେ ସମସ୍ୟା ଅଧିକ ବଢିଥାଏ |ତେଣୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏଇ ନେଇ ଏକ ନୂତନ ପ୍ରୟାସ କରିଛନ୍ତି !ପରୀକ୍ଷା ପେ ଚର୍ଚ୍ଚା|ଏହା ମାଧ୍ୟମରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ଦେଇଛନ୍ତି ଏବଂ ଏହା ସହ ପିତାମାତା ଙ୍କୁ ମଧ୍ୟ ନିଜ ସ୍ବପ୍ନ ପିଲାମାନଙ୍କ ଉପରେ ନ ଲଦିବାର ଉପଦେଶ ମଧ୍ୟ ଦେଇଛନ୍ତି |

ଦିଲ୍ଲୀ ର ତାଲକୋଟରା ଷ୍ଟାଡିଅମ ରେ ପରୀକ୍ଷା ପେ ଚର୍ଚ୍ଚା ର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ର ଛାତ୍ରୀ ,ଶିକ୍ଷକ ଏବଂ ଅଭିଭାବକ ଙ୍କ ସହ ଭାବ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏଭଳି ପରାମର୍ଶ ଦେଇଛନ୍ତି |

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଯେ ନିଜକୁ ନିଜ ପୁରୁଣା ରେକର୍ଡ ସହ ତୁଳନା କର ଏବଂ ସ୍ୱୟଂ ସେହି ରେକର୍ଡ ଭାଙ୍ଗ |ଏମିତି କଲେ ନିରାଶର ଗାତ ରେ ପଡ଼ିବାର ଆଶଙ୍କା ନଥାଏ |


ସେହିପରି ପିତାମାତା ଏବଂ ସିଂଖୟା ପିଲାଙ୍କୁ ଅନ୍ୟ କାହା ସହ ତୁଳନା କରିବା ଉଚିତ ନୁହେଁ |ଏହା ତାଙ୍କ ଉପରେ କୁପ୍ରଭାବ ପକାଇଥାଏ |ଏଣୁ ସର୍ବଦା ସେମାଙ୍କୁ ପ୍ରୋତ୍ସାହନ ଦେବା ଉଚିତ |ଅଭିଵାକ ମାନଙ୍କ ସକାରତ୍ମକ ଚିନ୍ତା ଧାରା ରୁ ହିଁ ପିଲାଙ୍କୁ ବହୁତ ବଡ ଶକ୍ତି ମିଳେ |

ଏନେଇ ମୁଖ୍ୟ ମନ୍ତ୍ରୀ ନିଜ ଟ୍ୱିଟର ଆକାଉଣ୍ଟ ରେ ମଧ୍ୟ ଟ୍ୱିଟ କରିଛନ୍ତି


ଏନେଇ ଆପଣଙ୍କ ମତାମତ କୋମେନ୍ଟ ବକ୍ସ ରେ ନିଶ୍ଚିନ୍ତ ଜଣାନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments