1. କୃଷି ଖବର

ପିଆଇବି ର ପ୍ରମୁଖ ମହାନିର୍ଦେଶକ ଙ୍କର କାର୍ଯ୍ୟକାଳ ବୃଦ୍ଧି

ବଢ଼ିଲା ଶ୍ରୀ ସୀତାଂଶୁ କରଙ୍କର କାର୍ଯ୍ୟକାଳ …

KJ Staff
KJ Staff

ବଢ଼ିଲା ଶ୍ରୀ ସୀତାଂଶୁ କରଙ୍କର କାର୍ଯ୍ୟକାଳ …

ପିଆଇବିର ପ୍ରମୁଖ ମହାନିର୍ଦେଶକ ଓ ଭାରତ ସରକାର ଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୀତାଂଶୁ କରଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ ମିଳିଛି |ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଶ୍ରୀସୀତାଂଶୁ କରଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୩୧ ରେ ଶେଷ ହେବାର ଥିଲା |
କ୍ୟାବିନେଟ ଶ୍ରୀ କରଙ୍କ କାର୍ଯ୍ୟାଳୟ ଆଉ ୬ ମାସ ବୃଦ୍ଧି କରିଛନ୍ତି |

୩୮ ବର୍ଷ ର ଦୀର୍ଘ କାର୍ଯ୍ୟକଳାରେ ଶ୍ରୀ କର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟରେ ବିଭିନ୍ନ ଗଣମାଧ୍ୟମ ୟୁନିଟ ରେ ବହୁ ଗୁରୁତ୍ୱପୂର୍ଣ ପଦପି ରେ କାର୍ଯ୍ୟ କରିଛନ୍ତି |

୨୦୦୩ ରେ ଶ୍ରୀ କର ପତ୍ର ସୂଚାନ କାର୍ଯ୍ୟାଳୟରେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ ମନ୍ତ୍ରାଳୟ ର ପ୍ରଚାର ଓ ପ୍ରସାର ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଛନ୍ତି |୨୦୦୫ ରେ ସେ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରମୁଖ ମୁଖପାତ୍ର ରହିଥିଲେ ୨୦୧୫ ଡିସେମ୍ବର ରେ ତାଙ୍କୁ ଅଲ ଇଣ୍ଡିଆ ରେଡ଼ିଓ ନ୍ୟୁଜ ସର୍ଭିସ ଡିଭିଜନ ର ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଥିଲା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments