1. କୃଷି ଖବର

କାହିଁକି ବନ୍ଦ ହେଲା ଟିକଟକ ….

କାହିଁକି ବନ୍ଦ ହେଲା ଟିକଟକ ….

KJ Staff
KJ Staff


ଗତ କିଛି ଦିନ ହେବ ପିଲା ଠାରୁ ବୁଢା ବିଶେଷ କରି ଯୁବ ପିଢ଼ି ଙ୍କର ବିଶେଷ ଚାହିଦା ଥିବା ଅପ ଟିକଟକ ଏବେ ଭାରତ ରେ ଆଉ ଚାଲିବ ନାହିଁ |ଏହାକୁ ସମ୍ପୂର୍ଣ ଭାବେ ଗୁଗଲ ଏବଂ ଆଇଫୋନ ପ୍ଲେ ଷ୍ଟୋର ରୁ ବ୍ୟାନ କରାଯାଇଛି |ଚହଳ ପକାଇଥିବା ଏହି ଆପ ରେ ହଟାତ ପୂର୍ଣ୍ଣଛେଦ ଲାଗିବ ର କଣ ରହିଛି କାରଣ?ଏହାର ଭାରତ ରେ ହାରାହାରି ୧ କୋଟି ୟୁସର ଥିଲା ବେଳେ,ବିଭିନ୍ନ ପ୍ରକାର ଅନୈତିକ କାରଣରୁ ଏଥିରେ ମାଡ୍ରାସ ହାଇ କୋର୍ଟ ଦ୍ୱାରା ପୂର୍ଣ୍ଣଛେଦ ଲଗାଯାଇଛି |


ଜଣାନ୍ତୁ କେଉଁ ସବୁ କାରଣରୁ ବନ୍ଦ ହେଲା ଟିକଟକ …

୧)୧୯ ବର୍ଷ କିଶୋର ର ମୃତ୍ୟୁ

ମହମଦ ସଲ୍ମାନ ,୧୯ ବର୍ଷ ର କିଶୋର ,ଏକ ଅସଲି ବନ୍ଧୁକ ସହ ଭିଡିଓ ସୁଟ କରୁଥିଲା ବେଳେ ନିଜର ସାଙ୍ଗ ଙ୍କ ଦ୍ୱାରା ଭୁଲ ବସତ ବନ୍ଧୁକ ଫାୟାର ହେବାରୁ ମୃତ୍ୟୁ ବରଣ କରିଥିଲେ

୧)୧୯ ବର୍ଷ କିଶୋର ର ମୃତ୍ୟୁ

ମହମଦ ସଲ୍ମାନ ,୧୯ ବର୍ଷ ର କିଶୋର ,ଏକ ଅସଲି ବନ୍ଧୁକ ସହ ଭିଡିଓ ସୁଟ କରୁଥିଲା ବେଳେ ନିଜର ସାଙ୍ଗ ଙ୍କ ଦ୍ୱାରା ଭୁଲ ବସତ ବନ୍ଧୁକ ଫାୟାର ହେବାରୁ ମୃତ୍ୟୁ ବରଣ କରିଥିଲେ

୩)ପଞ୍ଜାଵ ରେ ଦୁର୍ଘଟଣା :
କିଛି ମାସ ତଳେ ଜଣେ ବ୍ୟକ୍ତି ଟିକଟକ ଭିଡିଓ କରିବାର ପ୍ରୟାସ କରୁଥିଲେ |ସେ ଚାହୁଁଥିଲେ ଏକ ଟ୍ରାକଟର ଉପରେ ଚଢି ଭିଡିଓ କରିବାକୁ |ହେଲେ ଟ୍ରାକଟର ରେ ଚଢିବା ବେଳେ ପାଦ ଖସିବାରୁ ତହିଁରେ ଲାଗିଥିବା ଏକ ମେସିନ ରେ ଭିଡି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା |

 


୪)କଟିଗଲା ତଣ୍ଟି:
ଏହିପରି ଅନ୍ୟ ଏକ ଦୁଃଖଦାୟକ ଘଟଣା ହୋଇଥିଲା ତାମିଲ ନାଡୁ ରେ |ଜଣେ ବ୍ୟକ୍ତି ବେକ କାଟିବାର ଅଭିନୟ କରି ଭିଡିଓ କରୁଥିଲା ବେଳେ ସତରେ ତାଙ୍କର ବେକ କଟିଯାଇଥିଲା |ସେ ଚେଷ୍ଟା କରି ମଧ୍ୟ ସେଥିରୁ ବଞ୍ଚିବାର ଉପାୟ ପାଇଲେ ନାହିଁ |ଭିଡିଓ ରେ ତାଙ୍କର ବେକ ରୁ ଅନବରତ ରକ୍ତ ବହିବା ସହ ମୃତ୍ୟୁ ହେବାର ମଧ୍ୟ ଦେଖିବାକୁ ମିଳିଥିଲା

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments