1. କୃଷି ଖବର

ନବ ବର୍ଷ ର ଶୁଭକାମନା !

ନବ ବର୍ଷ ର ଶୁଭକାମନା !

KJ Staff
KJ Staff

ଆଉ କେତୋଟି ଘଣ୍ଟା ପରେ ସରିଯିବ ଏକଅଧ୍ୟାୟ !ହୁଏତ ଆପଣଙ୍କ ଜୀବନର ଆଉ ଏକ ବର୍ଷ |କେତେ ହର୍ଷ ,ଉଲ୍ଲାସ ଓ ଉନ୍ମୋଦନା  ମଧ୍ୟରେ କଟିଥିବା ଆପଣଙ୍କର ଏହି ବର୍ଷ |ତେବେ ସମସ୍ତ କ୍ଳେଶ ଓ ଦୁଃଖ କୁ ପଛରେ ପକାଇ ,ଆସନ୍ତୁ ଆଗାମୀ ଦିନର ନୂତନ ଢାଞ୍ଚା ରେ ନୂତନ ସ୍ବପ୍ନ ବୁଣିବା ,ଗଢିବା ଆଉ ଏକ ନୂତନ ଜୀବନ ଯେଉଁଥିରେ ଥିବା କେବଳ ଆପଣଙ୍କ ଆକାଂକ୍ଷିତ ସ୍ବପ୍ନ ର ମେଳା ଏବଂ ଝଲସୁଥିବା ଆପଣଙ୍କ ମୁଖ ମଣ୍ଡଳରୁ ଆତ୍ମସନ୍ତୋଷ ଓ ହର୍ଷ ର ସେହି ମୁରୁକି ହସ |

ଆସନ୍ତୁ ଏକ ନୂତନ ଦିନକୁ ଖୁସି ରେ ଆଲିଙ୍ଗନ କରିବା ,ସେହି ସକାଳ ର ଅପେକ୍ଷା ରେ ନିଜକୁ ବର୍ଷ ର ଶେଷ ରାତିରେ ର କାକରା ରେ ଭିଜାଇବା ,ନିଜ ଦୁଃଖ କୁ ଆଜି ର ଶେଷ ସନ୍ଧ୍ୟା ରେ ହଜାଇଦେବା ଏବଂ ସାଉଣ୍ଟିବା କିଛି ସୁନ୍ଦର ସ୍ମୃତି ର ଛବି ,ଯେଉଁ ଛବି ଆପଣଙ୍କୁ କିଛି ଖୁସି ଦେଇଥିବା ,ଆପଣଙ୍କ ମୁହଁ ରେ ହସ ଫୁଟାଇଥିବା ଏବଂ ଜୀବନକୁ ରଙ୍ଗୀନ କରିଥିବ|

ନବବର୍ଷ ଆପଣଙ୍କ ଲାଗି ସୁଖମୟ ହେଉ ,ଶାନ୍ତିପୂର୍ଣ ହେଉ ,ଏହା ହିଁ ଆମର ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା |
କୃଷି ଜାଗରଣ ପରିବାର ତରଫରୁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର କୁ ନବ ବର୍ଷ ର ଅଭିନନ୍ଦନ |

ନବ ବର୍ଷ ର ଶୁଭକାମନା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments