1. କୃଷି ଖବର

ବିଶ୍ୱ ୱେଟଲ୍ୟାଣ୍ଡ ଦିବସ

ୱେଟଲ୍ୟାଣ୍ଡ ବା ସନ୍ତସନ୍ତିଆ ଅଞ୍ଚଳ ରେ ଥିବା ବିଭିନ୍ନ ପଶୁ ପାଖି ଏବଂ ବୃକ୍ଷ ଲତା ର ପରିବେଶ ପ୍ରତି ଅବଦାନ ଏବଂ ମାନବ ଜାତି ଲାଗି ଥିବା ଗୁରୁତ୍ୱ କୁ ଆଖି ଆଗରେ ରଖି ପ୍ରତି ବର୍ଷ ୨ ଫେବୃଆରୀ ରେ ପାଳିତ ହୁଏ ବିଶ୍ୱ ୱେଟଲ୍ୟାଣ୍ଡ ଦିବସ |ଏହାର ସଂରକ୍ଷଣ ଏବଂ ମନ ବୃଦ୍ଧି ସହ ସମସ୍ତଙ୍କୁ ଏହି ପରି ଛୋଟ ଛୋଟ ବିଶେଷ ଇକୋସିଷ୍ଟମ ର ଗୁରୁତ୍ୱ ବୁଝାଇବା ଲାଗି ଆଜି ର ଦିନ ବେଶ ମହତ୍ଵପୁର୍ଣ | ଏହାଲୁ ପ୍ରଥମ ଥର ୧୯୯୭ ରେ ପାଳନ କରାଯାଇଥିଲା ଏବଂ ଏହା ପରେ ପ୍ରତି ବର୍ଷ ବିଶ୍ଵବ୍ୟାପୀ ସମସ୍ତ ରାଷ୍ଟ୍ର ରେ ଏହାକୁ ପାଳନ କରାଯାଉଛି |

KJ Staff
KJ Staff
world wetlands day

ramsar sites in india

ramsar sites in india

ୱେଟଲ୍ୟାଣ୍ଡ ର ପରିବେଶ ଉପରେ ଥାଏ ଏହିପରି କିଛି ପ୍ରଭାବ:
-ବହୁତ ଗୁଡ଼େ ବିଶେଷ ପଶୁ ପାଖି ,ବୃକ୍ଷ ଲତା ଙ୍କୁ ନେଇ ଗଢି ଉଠିଥାଏ ଏହି ୱେଟଲ୍ୟାଣ୍ଡ |ତେଣୁ ଏହା ଵାୟୋ ଡାଇବେର୍ସିଟି ସଂରକ୍ଷଣ ରେ ବେଶ ଗୁରୁତ୍ୱପୂର୍ଣ |

-ଉପକୂଳ ଅଂଚଳରେ ଥିବାରୁ ଏହା ଉପକୂଳବର୍ତ୍ତୀ ଝଡ ,ବାତ୍ୟା ପରି ପ୍ରାକୃତିକ ଦୁର୍ଘଟଣା ରୁ ବହୁ ମାତ୍ର ଏ ସୁରକ୍ଷା ଦେଇଥାଏ |

-ସମୁଦ୍ର ରୁ ପ୍ରଦୂଷିତ ଜଳ ଭୂଅଞ୍ଚଳ କୁ ପ୍ରବେଶ ହେବ ପୂର୍ବରୁ ଏହା ତାକୁ ଭଲ ଭାବେ ଛାଣିଦେଏ ଫଳରେ ଭୂଅଞ୍ଚଳ ରେ ଏହା ଦ୍ୱାରା ବିଶେଷ ପ୍ରଭାବ ହୁଏ ନାହିଁ |

ଭାରତ ରେ ଥିବା ୨୬ ଟି ୱେଟଲ୍ୟାଣ୍ଡ ବା ରାମସର ସାଇଟ ମଧ୍ୟରୁ ଓଡିଶା ରେ ରହିଛି ଭିତରକନିକା ଏବଂ ଚିଲିକା ହ୍ରଦ ର ୱେଟଲ୍ୟାଣ୍ଡ |ଆଜି ର ଦିନ ପାଳନ ଲାଗି ଓଡିଶା ସରକାର ଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ ଓ ଭାରତ ସରକାର ଙ୍କ ପରିବେଶ ମନ୍ତ୍ରାଳୟ ,ଜଙ୍ଗଲ ଏବଂ ପାଣିପାଗ ପରିବର୍ତ୍ତନ ବିଭାଗ ଙ୍କର ମିଳିତ ଉଦ୍ୟମ ରେ କେନ୍ଦ୍ରାପଡା ସିଠିତ ଭିତରକନିକା ନେସନାଲ ପାର୍କ ରେ ଆୟୋଜନ କରାଯାଇଛି ଏକ ସମିଳନୀ |

ଆସନ୍ତୁ ପରିବେଶ ଓ ମାନବିକତା ର ସୁରକ୍ଷା ଲାଗି ଆମ ମଧ୍ୟ ଏହି ପରି ୱେଟଲ୍ୟାଣ୍ଡ ସଂରକ୍ଷଣ ଲାଗି ସଂକଳ୍ପବଦ୍ଧ ହେବା|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments