Are Mushrooms Good for People with Diabetes?- ଡାଇବେଟିସ୍ ଥିବା ଲୋକ ଛତୁ ଖାଇବା ଭଲ ନା ଖରାପ! 

Sudesna Nayak
pic source-www.pexels.com

ମଧୁମେହ ରୋଗୀମାନେ ନିଜ ଡାଏଟ ଏବଂ ଖାଦ୍ୟ ପ୍ରତି ନିହାତି ଧ୍ୟାନ ଦେବା ଉଚିତ୍ । 

ମଧୁମେହ ରୋଗୀମାନେ ଖାଉଥିବା ପନିପରିବା, ଫଳ ଆଦି ଖାଦ୍ୟକୁ ସାବଧାନର ସହ ବାଛିବା ଆବଶ୍ୟକ ।

କେତେକ ଲୋକ ଫଙ୍ଗସ୍ ହେବା କାରଣରୁ ଛତୁ (Mushrooms) ଖାଆନ୍ତି ନାହିଁ। 

ଛତୁ ପ୍ରକୃତରେ ସାମଗ୍ରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଡାଇବେଟିସ୍ ରୋଗୀମାନେ ବିଶେଷତଃ ଉପକୃତ ମଧ୍ଯ ହୋଇପାରିବେ । 

ଓଜନକୁ କଣ୍ଟ୍ରୋଲ କରିଥାଏ  ଛତୁ (Mushrooms)। 

ହୃଦୟକୁ ଠିକ୍ ରଖେ ଛତୁ (Mushrooms)।

Read More