ଚକୋଲେଟ ଖାଇବାକୁ ଭଲ ପାଉଥିବା ଲୋକ ହୁଅନ୍ତୁ ସାବଧାନ । ଏହା କରିପାରେ ଅନେକ କ୍ଷତି !

By - Tanushree mahapatra images credit : pexels 

ୱାଶିଂଟନ ୟୁନିଭରସିଟି ଦ୍ୱାରା ହୋଇଥିବା ଅନୁସନ୍ଧାନରେ ଅନେକ ଚକୋଲେଟ ଉତ୍ପାଦରେ ଅତ୍ୟଧିକ ପରିମାରଣର ବିଷାକ୍ତ ଧାତୁ ସୀସା ଏବଂ କ୍ୟାଡମିୟମ୍ ମିଳିଥିଲା ।

images credit : pexels 

ସୀସା ଏକ ଅତ୍ୟଧିକ ବିଷାକ୍ତ ଉପାଦାନ, ଯାହା ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇପାରେ । 

images credit : pexels 

ଏହି ବିଷାକ୍ତ ପଦାର୍ଥ ପିଲାଙ୍କ ଶରୀରରେ ପହଞ୍ଚିବା ମାତ୍ରେ ମାନସିକ ବିକାଶ ଉପରେ ପ୍ରଭାବ ପକାଇପାରେ ।

images credit : pexels 

ସେହିପରି କ୍ୟାଡମିୟମ୍ ମଧ୍ୟ ବିଷାକ୍ତ ଧାତୁ ହୋଇଥିବାରୁ କିଡନୀ ଏବଂ ହାଡକୁ ପ୍ରଭାବିତ କରିପାରେ ।

images credit : pexels 

ଏହା ସଂସ୍ପର୍ଶରେ ଦୀର୍ଘ ସମୟ ଆସିବା ଦ୍ୱାରା ହାଡ ଦୁର୍ବଳ ଏବଂ କିଡନୀ ରୋଗ ସମେତ ଅନେକ ଗମ୍ଭୀର ରୋଗ ହୋଇପାରେ ।

images credit : pexels 

କୋକୋ ଉଦ୍ଭିଦ ଗୁଡିକ ଭୂମିରୁ ବିଷାକ୍ତ ଧାତୁ ଗ୍ରହଣ କରି ଚକୋଲେଟରେ ପ୍ରବେଶ କରିଥାନ୍ତି ।

images credit : pexels 

ଯଦି ଅତ୍ୟଧିକ ଚକୋଲେଟ୍ ଖାଉଛନ୍ତି ତେବେ ସାବଧାନ ।ଚକୋଲେଟ ଖାଇବାର ପରିମାଣକୁ ସୀମିତ କରିବାକୁ ପ୍ରୟାସ କରନ୍ତୁ ।

images credit : pexels 
Read More