ବର୍ଷା ଦିନରେ
ଡେଙ୍ଗୁ ଏବଂ ଟାଇଫଏଡ୍ ଭଳି ରୋଗ ଦେଖାଦେଇଥାଏ । ଏହି ସମସ୍ୟା
ଦୂର କରିବାରେ ଅମୃତଭଣ୍ଡା ପତ୍ର ପ୍ରଭାବଶାଳୀ ।
Tanushree mahapatra images credit : pexels
ଏହା ଡେଙ୍ଗୁ, ମ୍ୟାଲେରିଆ,
ଟାଇଫଏଡ୍ ଜ୍ୱରର ପ୍ରତିକାର ଅଟେ । ଲେମ୍ବୁ ରସ ସହିତ ମିଶ୍ରିତ
ଅମୃତଭଣ୍ଡା ପତ୍ରର ରସ ଜ୍ୱରକୁ ହ୍ରାସ କରିଥାଏ l
ଏହି ପତ୍ରରେ ରହିଛି ଅନେକ
ଲାଭକାରୀ ଗୁଣ l ଧଳା ଲାଲ ରକ୍ତ କଣିକା ବୃଦ୍ଧି କରିବାରେ ଏହି
ପତ୍ର ସହାୟକ କରିଥାଏ l
ଏହାର ସ୍ୱାଦ ତିକ୍ତ ଅଟେ ତେଣୁ
ଏହାକୁ କିଛି ଗୁଣ୍ଡ ସହିତ ଖାଇ ପାରିବେ । ବାନ୍ତି ହେବାର ମଧ୍ୟ
ସମ୍ଭାବନା ରହିଥାଏ ତେଣୁ ଏଥିରେ କିଛି ମିଶାଇ ଖାଇଲେ ଭଲ
l
ଏହାର ରସକୁ ନଡିଆ ତେଲ ଏବଂ
ଲେମ୍ବୁ ରସ ସହିତ କେଶରେ ଲଗାଇଲେ କେଶ ବୃଦ୍ଧି ପାଇବ । ଉତ୍ତମ
ଫଳାଫଳ ପାଇଁ ଏହାକୁ ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ
।
ଋତୁସ୍ରାବ ସମୟରେ ଅମୃତଭଣ୍ଡା
ରସକୁ ଫୁଟାଇ ଗରମ କରି ଲୁଣ ମିଶାଇ ପିବା ଦ୍ୱାରା ଯନ୍ତ୍ରଣା
ଦୂର ହୋଇଥାଏ l
ଅମୃତ ଭଣ୍ଡା ପତ୍ରରେ କ୍ୟାନ୍ସର
ରୋଧକ ଗୁଣ ମିଳିଥାଏ । ସ୍ତନ କର୍କଟ ରୋଗ ପାଇଁ ଏହା ଅତ୍ୟନ୍ତ
ହିତକର ।
ଅମୃତ ଭଣ୍ଡା ପତ୍ରର ରସ ଗୋଲମରିଚ
ସହିତ ପ୍ରତିଦିନ ପିଇବା ଦ୍ୱାରା ପାଚନ ସମ୍ବଧୀୟ ସମସ୍ୟା ଦୂର
ହୋଇଥାଏ ।
Read More