Bitter Gourd: Health
Benefits:ସ୍ୱାସ୍ଥ୍ୟ ପାଇଁ କଲରା
Sudesna Nayak pic source-www.pexels.com
ଦୈନନ୍ଦିନ
ଖାଦ୍ୟରେ କଲରା (Bitter Gourd) ଅନ୍ତର୍ଭୁକ୍ତ କରିବା ଜରୁରୀ
।
ଶରୀରର ସମସ୍ତ ବିଷାକ୍ତ
ବର୍ଯ୍ୟକୁ ବାହାର କରେ କଲରା (Bitter Gourd)।
କଲରା (Bitter Gourd)
ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
କଲରା (Bitter Gourd)
ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
କଲରା
ଜୁସ୍ (bitter gourd juice) ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
।
କଲରା (Bitter Gourd)ରେ
ଅନେକ ଔଷଧିୟ ଗୁଣ ଭରପୁର ରହିଛି ।
Read More