ଡାଇବେଟିସ୍ ରୋଗୀମାନେ ନିଜ ଡାଏଟ ଏବଂ ଖାଦ୍ୟ ପ୍ରତି କଡ଼ା ଧ୍ୟାନ ଦେବା ଜରୁରୀ। ମଧୁମେହ ଥିବା ଲୋକ ଛତୁ ଖାଇବା ଭଲ ନା ଖରାପ!

By -Tanushree mahapatra
images credit : pexels

ଛତୁ ଆଇଟମ୍ ଖାଇବାକୁ ବେଶ୍ ପସନ୍ଦ କରୁଛନ୍ତି ଲୋକମାନେ। କିନ୍ତୁ କେତେକ ଲୋକ ଫଙ୍ଗସ୍ ହେବା କାରଣରୁ ଛତୁ ଖାଆନ୍ତି ନାହିଁ l

images credit : pexels

ଛତୁ ପ୍ରକୃତରେ ସାମଗ୍ରିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ ଏବଂ ମଧୁମେହ ରୋଗୀମାନେ ବିଶେଷତଃ ଉପକୃତ ହୋଇପାରିବେ l

images credit : pexels

ଛତୁ ହେଉଛି ଏକ ସୁପରଫୁଡ ଯେଉଁଥିରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଏବଂ ଗ୍ଲାଇସେମିକ, ଲୋଡ କମ୍ ଥାଏ। ଯାହା ବ୍ଲଡ ସୁଗାର ଲେଭଲକୁ କଣ୍ଟ୍ରୋଲ କରେ।

images credit : pexels

ଛତୁର ଅଳ୍ପ ପରିମାଣର ସୁଗାର ଏବଂ କାର୍ବୋହାଇଡ୍ରେଟ୍ ଥାଏ। କେତେକ ଅଧ୍ୟୟନରୁ ଜଣାପଡ଼ିଛି , କମ୍ କାର୍ବ ଡାଏଟ୍ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ।

images credit : pexels

ଛତୁରେ ପଲିସାକାରାଇଡ ରହିଥାଏ। ଯେଉଁଥିରେ ଆଣ୍ଟି-ଡାଇବେଟିସର ପ୍ରଭାବ ରହିଥାଏ।

images credit : pexels

ଏହା ମଧୁମେହ ରୋଗର ପ୍ରତିରକ୍ଷା ପାଇଁ ସୁରକ୍ଷା କବଚ ସୃଷ୍ଟି କରେ। ଯାହା ରୋଗୀଙ୍କ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ।

images credit : pexels

ଯେଉଁମାନେ ନିୟମିତଭାବେ ଛତୁ ଖାଆନ୍ତି ସେମାନଙ୍କ ଓଜନକୁ କଣ୍ଟ୍ରୋଲ କରିବା ସହଜ ହୋଇଥାଏ। ମୋଟାପଣକୁ ମଧୁମେହ ରୋଗର ପ୍ରଥମ ପାହାଚ କୁହାଯାଏ।

images credit : pexels
Read More