ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା
କରୁଛନ୍ତି ତେବେ, ସକାଳେ ଧନିଆ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ
ହୋଇଥାଏ l
images credit :
pexels
Tanushree
mahapatra
ଧନିଆ ମଞ୍ଜି ଏବଂ ଚିଆ ମଞ୍ଜିରେ
ପୋଷକ ତତ୍ତ୍ୱ ଭରପୂର , ଯାହା ପେଟ ଏବଂ ସମଗ୍ର ଶରୀରକୁ
ଡିଟକ୍ସାଇଫ କରିବାରେ ସହାୟକ l
ଏହି ଦୁଇଟିରେ ଉପସ୍ଥିତ ଥିବା
ଗୁଣ ହଜମ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦ୍ରୁତ ଓଜନ ହ୍ରାସ
କରିବାରେ ମଧ୍ୟ ସାହାଯ୍ୟ କରେ l
ଧନିଆ ହଜମ କରିବାରେ ସହାୟକ l
ଅନ୍ୟପକ୍ଷରେ ଚିଆ ମଞ୍ଜି ଫାଇବରର ଏକ ଉତ୍କୃଷ୍ଟ ଉତ୍ସ
l
ଭିଜାଇଦେଲେ ଏହା ଜେଲ ପରି
ପଦାର୍ଥ ସୃଷ୍ଟି କରନ୍ତି ଯାହା ଖାଦ୍ୟ ହଜମ ପ୍ରକ୍ରିୟା ପାଇଁ
ଭଲ ଏବଂ କୋଷ୍ଠକାଠିନ୍ୟକୁ ରୋକିଥାଏ l
ଚିଆ ମଞ୍ଜି ସହିତ ଧନିଆ ପାଣି
ପିଅନ୍ତି, ତେବେ ଆପଣଙ୍କୁ କୋଷ୍ଠକାଠିନ୍ୟ, ଗ୍ୟାସ ଏବଂ
ଅନ୍ୟାନ୍ୟ ହଜମ ଜନିତ ସମସ୍ୟାରୁ ମୁକ୍ତି ମିଳିବ l
ଉଭୟ ଧନିଆ ଏବଂ ଚିଆ ମଞ୍ଜିରେ
ଡିଟକ୍ସାଇଫିଙ୍ଗ୍ ଗୁଣ ରହିଛି l ଧନିଆ ଜଳ ଏକ ପ୍ରାକୃତିକ
ଡାଇୟୁରେଟିକ୍ ଭାବରେ କାର୍ଯ୍ୟ କରିଥାଏ l
ଯାହା କିଡନୀରୁ ଅଧିକ ବିଷାକ୍ତ
ପଦାର୍ଥ, ୟୁରିକ୍ ଏସିଡ୍ ଏବଂ ବର୍ଜ୍ୟବସ୍ତୁ ବାହାର କରିବାରେ
ସାହାଯ୍ୟ କରିଥାଏ l
Read More