By Tanushree Mahapatra

 କଞ୍ଚା ରସୁଣ ଖାଇଲେ କ'ଣ ହେବ ?

କଞ୍ଚା ରସୁଣରେ କାର୍ବୋହାଇଡ୍ରେଟ୍‌‌, ଫସଫରସ୍‌‌, ଡାଏଟାରୀ ଫାଇବର, ପ୍ରୋଟିନ୍‌‌, ପୋଟାସିୟମ, ଆଇରନ୍‌‌, ଭିଟାମିନ୍‌‌, କ୍ୟାଲସିୟମ, ସେଲେନିୟମ୍‌‌, ଫାଇବର ରହିଥାଏ।

କଞ୍ଚା ରସୁଣ ପାଖୁଡା ଚୋବାଇ ଖାଇବା ଦ୍ୱାରା ଅନେକ ପ୍ରକାର ପେଟ ( stomach )  ରୋଗ ସମସ୍ୟା ଓ ଥଣ୍ଡା ଦୂର ହୋଇଥାଏ।

ରସୁଣ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖେ ଏବଂ ଏହାକୁ ସମର୍ଥନ କରେ। ସଂକ୍ରମଣ ସହିତ ମଧ୍ୟ ଲଢିବାକୁ ( immunity ) ଶକ୍ତି ଯୋଗାଇଥାଏ।

ହାର୍ଟକୁ ସୁସ୍ଥ ରଖେ ରସୁଣ। କଞ୍ଚା ରସୁଣ ଖାଇବା ଦ୍ୱାରା ଆପଣଙ୍କ ହାର୍ଟ ( heart ) କୌଣସି ରୋଗର ଶିକାର ହେବ ନାହିଁ।

ହାର୍ଟକୁ ସୁସ୍ଥ ରଖିବାରେ ଉନ୍ନତି ଆଣିଥାଏ। କଞ୍ଚା ରସୁଣ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ
 ( cholesterol )  ସ୍ତର ବଢିନଥାଏ।

ରକ୍ତ ଜମାଟ ( blood ) ବାନ୍ଧିବାରେ ମଧ୍ୟ ରୋକିଥାଏ। ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ହ୍ରାସ କରିଥାଏ।

କଞ୍ଚା ରସୁଣ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସରଳ ହୋଇଥାଏ। ଗଣ୍ଠି ଯନ୍ତ୍ରଣା ( joint pain ) , ଗୋଡ ହାତ ଫୁଲିବା ଭଳି ସମସ୍ୟାକୁ ହ୍ରାସ କରିଥାଏ।

ରସୁଣ (garlic ) ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଏହା ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଅଟେ।

Click Here