ଚାଷୀଙ୍କ ପାଇଁ
ଆସିଲା ଖୁସି ଖବର। ପିଏମ କିଷାନ ଟଙ୍କାକୁ ନେଇ ଆସିଲା ବଡ଼
ଅପଡେଟ୍ ।
Tanushree
mahapatra images
credit : pexels
ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ
ମିଳିବ ପିଏମ୍ କିଷାନ ଟଙ୍କା। ଚାଷୀଙ୍କ ଆକାଉଣ୍ଟକୁ ଆସିବ
ଯୋଜନାର ୧୮ ତମ କିସ୍ତି।
୯ କୋଟି ୫୦ ଲକ୍ଷ ଚାଷୀଙ୍କ
ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ
ସହାୟତା।
ପୂର୍ବରୁ ଜୁନ ୧୮ ତାରିଖରେ
ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ
ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ।
ଫେବୃଆରୀ ୨୦୧୯ରେ ଯୋଜନାର
ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ
୩ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଏ।
ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ
ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ
ଏଥିମଧ୍ୟରୁ ଗୋଟିଏ ହେଉଛି ପିଏମ୍ କିଷାନ ଯୋଜନା ।
ଏହି ଯୋଜନା ଅଧୀନରେ ସରକାର
ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି
ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି ।
ଏ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ
୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ
ବ୍ୟବଧାନରେ ୨ହଜାର ଟଙ୍କା ପ୍ରଦାନ କରନ୍ତି l
Read More