Health Benefits Of Makhana

By: Sudesna Nayak

ମଖାନା (Makhana)ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । 

ମଖାନା (Makhana)ରେ କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍, ଏବଂ ପ୍ରୋଟିନ ଭଲ ମାତ୍ରାରେ ରହିଥାଏ ।

ଯଦି ଖାଲି ପେଟରେ ମଖାନାକୁ ସେବନ କରିବେ ତ ଆପଣଙ୍କୁ ଏହାର ଦୁଇଗୁଣ ଫାଇଦା ମିଳିବ । 

ମଖାନା (Makhana) ଖାଇବା ଦ୍ବାରା ହାଡ଼ ମଜବୁତ ହୋଇଥାଏ । 

ମଖାନା (Makhana) କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । 

ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ମଖାନା (Makhana)

Learn More