କୋଷ୍ଠକାଠିନ୍ୟ, ଅମ୍ଳତା କିମ୍ବା ହୃଦଘାତ ପାଇଁ କଞ୍ଚା ଅମୃତଭଣ୍ତା ଏକ ଭଲ ଉପଚାର । ତେଣୁ ପ୍ରତିଦିନ କିଛି ମାତ୍ରାରେ ଅମୃତଭଣ୍ତା ଖାଆନ୍ତୁ l

Tanushree mahapatra images credit : pexels

କଞ୍ଚା ଅମୃତଭଣ୍ତା ନିୟମିତ ଖାଇବା ଦ୍ୱାରା ଚର୍ମ ସମସ୍ୟା ଭଲ ହୋଇଥାଏ l ବ୍ରଣ ଓ ଚର୍ମ ଦାଗ ପାଇଁ କଞ୍ଚା ଅମୃତଭଣ୍ତା ବହୁତ ପ୍ରଭାବଶାଳୀ ।

ପେଟ ଖରାପ ଥିବା ବ୍ୟକ୍ତି ସାଲାଡ ଭାବରେ କଞ୍ଚା ଅମୃତଭଣ୍ତା ଖାଇପାରନ୍ତି । ଆପଣ ପ୍ରତିଦିନ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ପାଇଁ କଞ୍ଚା ଅମୃତଭଣ୍ତା ଖାଇପାରିବେ ।

ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ୍ ପାଣି ସହିତ କଞ୍ଚା ଅମୃତଭଣ୍ତା ଚୋବାଇବା ଦ୍ୱାରା ସମସ୍ତ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ ।

କଞ୍ଚା ଅମୃତଭଣ୍ତା ଶରୀରକୁ ରକ୍ତ ଯୋଗାଣରେ ସାହାଯ୍ୟ କରେ । ଉଚ୍ଚ ରକ୍ତଚାପ ରୋକିବାରେ ସାହାଯ୍ୟ କରିଥାଏ ।

ବ୍ରଣ, ଦାଗ, ମେଦବହୁଳତା ଇତ୍ୟାଦିରେ ପୀଡିତ ଅଛନ୍ତି, ତେବେ ନିୟମିତ କଞ୍ଚା ଅମୃତଭଣ୍ତା ଖାଇ ବ୍ରଣ ସମସ୍ୟା ଓ ଏହାର ଦାଗରୁ ମୁକ୍ତି ପାଇ ପାରିବେ ।

ଏହାର ମଞ୍ଜି ଲିଭର ପାଇଁ ବେଶ ଲାଭକାରୀ । ଅମୃତଭଣ୍ତା ମଞ୍ଜି ଖାଇବା ଦ୍ବାରା ଲିଭର ସମସ୍ୟା ଦୂର ହୋଇଥାଏ । 

ପେଟ ରୋଗ ସମସ୍ୟା ଥିଲେ ପ୍ରତିଦିନ ଅମୃତଭଣ୍ତା ମଞ୍ଜିର ରସକୁ ପିଅନ୍ତୁ । ଏହା ପେଟ ରୋଗ ଜନିତ ସମସ୍ୟା ଦୂର କରେ ।

Read More