ସେଓ ଭଳି ମିଠା ଏବଂ ରସରେ ଭରପୂର ନାସପତି। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ଶରୀର ପାଇଁ ଉପକାରୀ।

Tanushree mahapatra images credit : pexels 

 ନାସପତିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଫାଇବର ଯୋଗୁଁ ପାଚନ ତନ୍ତ୍ର ମଜବୁତ ହୋଇଥାଏ।

 ଏହାର ଚୋପାରେ ୩ ରୁ ୪ ଗୁଣା ଅଧିକ ଫାଇଟୋନ୍ୟୁଣ୍ଟ୍ରିଆଣ୍ଟ ରହିଛି । ଏହି ତତ୍ତ୍ୱ ଇମ୍ୟୁନିଟି ବଢାଇଥାଏ। 

 ନାସପତିରେ ଆଇରନ ରହିଥାଏ, ଯାହା ହିମୋଗ୍ଲୋବିନ ସ୍ତର ବଢାଇଥାଏ। ଏନିମିଆ ରୋଗୀଙ୍କୁ ସୁରକ୍ଷା ଦେଇଥାଏ ନାସପତି।

 ନାସପତିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ ସି ରହିଛି। ଯାହା ରୋଗ ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ କରିଥାଏ।

 ହାଡ ଜନିତ ସମସ୍ୟା ରହିଛି, ତେବେ ନାସପତି ଖାଇଲେ ଫାଇଦା ମିଳିଥାଏ। ଏଥିରେ ଥିବା ବେରାନ ରାସାୟନିକ ତତ୍ତ୍ୱ କ୍ୟାଲସିୟମ ଲେବଲ ଠିକ୍‌ ରଖିଥାଏ।

 ଏଥିରେ ଥିବା ପ୍ରାକ୍ଟିନ ନାମକ ତତ୍ତ୍ୱ କୋଷ୍ଠକାଠିନ୍ୟ ରୋଗ ପାଇଁ ରାମବାଣ ହୋଇଥାଏ।

 ନାସପତି ଚୋପା ସବୁଠାରୁ ଅଧିକ ଫାଇଦା ଦେଇଥାଏ। ଏହା କ୍ୟାନସର ଏବଂ ହୃଦ ସମ୍ବନ୍ଧୀୟ ରୋଗକୁ ଦୂରେଇ ରଖିଥାଏ।

Read More