ଆଖୁରସରୁ( sugarcane ) ସୋଡିୟମ୍, କ୍ୟାଲସିୟମ୍, ଲୌହସାର ଆଦି ପୋଷକତତ୍ତ୍ବ ମିଳେ ।
ଏହାକୁ ପ୍ରତିଦିନ ସେବନ କଲେ ପେଟ ଥଣ୍ଡା ରହେ l
By -
Tanushree mahapatra
images credit : pixeles
ଆଖୁରସ କର୍କଟ ( cancer ) ରୋଗ ଆଶଙ୍କାକୁ ହ୍ରାସ କରେ l ଏହା ସହିତ ଯକୃତ୍
ସମସ୍ୟା, ପାଚନସମ୍ବନ୍ଧୀୟ ସମସ୍ୟାକୁ କମ୍ କରି ଅସ୍ଥିକୁ ମଜଭୁତ କରେ l
images credit : pixeles
ବିଭିନ୍ନ କର୍କଟ ରୋଗ ସମେତ ପ୍ରୋଷ୍ଟେଟ ଏବଂ ସ୍ତନ୍ୟ କର୍କଟ ସହ ଲଢ଼େଇ କରିବାରେ ଏହା
ବେଶ୍ ସହାୟକ ହୁଏ।
images credit : pixeles
ଆଖୁରସରେ ପ୍ରାକୃତିକ ଶର୍କରା ମିଳୁଥିବାରୁ ଏହା ଶରୀରର ଗ୍ଲୁକୋଜ ମାତ୍ରାକୁ ବୃଦ୍ଧି
କରାଏ।
images credit : pixeles
ଆଖୁରସରୁ ମିଳୁଥିବା ପୋଟାସିୟମ୍ ପାଚନତନ୍ତ୍ର ପାଇଁ ଲାଭପ୍ରଦ । ପେଟଜନିତ ସମସ୍ୟାକୁ
ମଧ୍ୟ ଦୂର କରେ ।
images credit : pixeles
କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ରୁହେ ନାହିଁ । ଏଥିରେ ଥିବା ଫାଇବର ଓଜନ ନିୟନ୍ତ୍ରଣ
କରେ ।
images credit : pixeles
ଏଥିରେ ଥିବା ଅଲ୍ଫା ହାଇଡ୍ରୋକ୍ସି ଏସିଡ (AHAS) ପଦାର୍ଥ ତ୍ବଚା ସମ୍ବନ୍ଧୀୟ
ସମସ୍ୟାକୁ ଦୂର କରେ।
images credit : pixeles
ଆଖୁ ରସ ଶରୀରର କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସରାଇଡ ସ୍ତରକୁ ହ୍ରାସ କରେ ।
images credit : pixeles
Read More