High cholesterol-ଏହି ସବୁ ଲକ୍ଷଣ
ଯୋଗୁଁ ବୃଦ୍ଧିପାଏ କୋଲେଷ୍ଟ୍ରଲ
pic
source- www.pexels.com By-Sudesna Nayak
କ୍ରମାଗତ ଓଜନ ବୃଦ୍ଧି
କୋଲେଷ୍ଟ୍ରଲ ବୃଦ୍ଧି ହେବାର ଏକ ସଙ୍କେତ ଅଟେ ।
ଅନେକ ସମୟରେ ବିନା କାରଣରେ
ଗୋଡରେ ଯନ୍ତ୍ରଣା ହୁଏ, ତେବେ ଏହା କୋଲେଷ୍ଟ୍ରଲ ବୃଦ୍ଧି ହେବାର
ସଙ୍କେତ ମଧ୍ୟ ହୋଇପାରେ।
ଯଦି ଆପଣଙ୍କର ହାତ ଏବଂ ପାଦ
ହଳଦିଆ ଦେଖାଯିବା ଆରମ୍ଭ କରେ, ଏହା କୋଲେଷ୍ଟ୍ରଲର ଲକ୍ଷଣ
ହୋଇପାରେ ।
ଯଦି ଆପଣ କ୍ରମାଗତ ଭାବରେ
କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରନ୍ତି, ଏହା ମଧ୍ୟ ହାଇ
କୋଲେଷ୍ଟ୍ରଲର ଏକ ସଙ୍କେତ ଅଟେ ।
କୋଲେଷ୍ଟ୍ରଲର ପରିମାଣ ବୃଦ୍ଧି
ହେତୁ ଶରୀରରେ ଅନେକ ସମସ୍ୟା ମାନ ଦେଖା ଦେଇଥାଏ ।
ଏହାକୁ ଅଣଦେଖା ନ କରି ଠିକ୍
ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।
Read
More