ସଠିକ୍ ପରିମାଣରେ ଲୁଣ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ, ଅତ୍ୟଧିକ ଖାଇବା କ୍ଷତିକାରକ ହୋଇଥାଏ ।

images credit : pexels By - Tanushree mahapatra

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବିଶ୍ୱର ଅଧିକାଂଶ ଲୋକ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି।

images credit : pexels

ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୯ ରୁ ୧୨ ଗ୍ରାମ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଏହା ଅନେକ ରୋଗର ଆଶଙ୍କା ବଢାଇଥାଏ, ଯେଉଁଥିପାଇଁ ମୃତ୍ୟୁ ମଧ୍ୟ ହୋଇପାରେ।

images credit : pexels

୬ ମାସ ପର୍ଯ୍ୟନ୍ତ ପିଲାମାନଙ୍କୁ ଲୁଣିଆ ଖାଦ୍ୟ ଦେବା ଆବଶ୍ୟକ ନାହିଁ । ଯଦି ଶିଶୁ ଖାଦ୍ୟ ଖାଉ ନାହିଁ, ତେବେ ସାମାନ୍ୟ ଲୁଣ ମିଶାନ୍ତୁ ।

images credit : pexels

ଶିଶୁଟି ବର୍ଷେ ନହେବା ପର୍ଯ୍ୟନ୍ତ ଆପଣ ପ୍ରତିଦିନ ମାତ୍ର ୧ ଗ୍ରାମ ଲୁଣ ଦେଇପାରିବେ । ତାହାଠାରୁ ଅଧିକ ନୁହେଁ ।

images credit : pexels

ଜଣେ ଡାଏଟିସିଆନଙ୍କ ଅନୁଯାୟୀ, ୧ ରୁ ୩ ବର୍ଷ ବୟସର ପିଲାମାନଙ୍କୁ ପ୍ରତିଦିନ ୨ ଗ୍ରାମ ଲୁଣ ଖାଇପାରିବେ l

images credit : pexels

ପିଲାମାନେ ୪ ବର୍ଷ ବୟସରେ ପହଞ୍ଚିବା ପରେ ତାଙ୍କ ଖାଦ୍ୟରେ ଲୁଣର ପରିମାଣ ବୃଦ୍ଧି କରାଯିବା ଉଚିତ୍ ।

images credit : pexels

ଲୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ କ୍ଷତିକାରକ ମଧ୍ୟ ହୋଇପାରେ । ତେଣୁ, ଏହାକୁ କେବଳ ଉପଯୁକ୍ତ ପରିମାଣରେ ନିଅନ୍ତୁ ।

images credit : pexels images credit : pexels
Read More