ପ୍ରବଳ ଖରା ଗରମ ପରେ ଏବେ ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ଆମ ତ୍ୱଚା ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

Tanushree mahapatra

 images credit : pexels 

ପାଣିରେ ମହୁ ମିଶାଇ ସେଥିରେ ପାଦକୁ ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଶୁଖିଲା କପଡାରେ ଗୋଡ ପୋଛି ତା ପରେ ସ୍କ୍ରବ୍ କରନ୍ତୁ ।

ଏକ ଟବରେ ଉଷୁମ ପାଣି ପକାଇ ସେଥିରେ ଦୁଇ ଚାମଚ ଗୋଡା ଲୁଣ ମିଶାନ୍ତୁ । କିଛି ସମୟ ପାଇଁ ପାଦକୁ ସେଥିରେ ବୁଡାଇ ରଖନ୍ତୁ ।

ଯଦି ଆପଣ ନିୟମିତ ଏହି ପ୍ରକ୍ରିୟା କରୁଛନ୍ତି ତେବେ ପାଦ ନରମ ରହିବା ସହ ଟ୍ୟାନରୁ ମୁକ୍ତି ପାଇବେ ଏବଂ କୋମଳ ରହିବ।

ପାଦକୁ କୋମଳ କରିବା ପାଇଁ ଗ୍ଲିସେରିନ୍ ଏବଂ ଲେମ୍ବୁ ବ୍ୟବହାର କରନ୍ତୁ। ଏହି ମିଶ୍ରଣକୁ ନିୟମିତ ରାତିରେ ଗୋଡ଼ରେ ଲଗାନ୍ତୁ।

ଏକ ପାତ୍ରରେ ୨ ଚାମଚ ଚାଉଳ ଗୁଣ୍ଡ ନେଇ ସେଥିରେ ମହୁ ଏବଂ ସେଓ ପେଷ୍ଟକୁ ଭିନେଗାର ସହ ମିଶାନ୍ତୁ । 

ଏହାକୁ ପାଦ ଫାଟିଥିବା ସ୍ଥାନରେ ୧୫-୨୦ ମିନିଟ ଦିଅନ୍ତୁ । ଦେଖିବେ କିଛି ଦିନରେ ପାଦ ଫଟା କମିବା ସହ ସଫା ଏବଂ କୋମଳ ରହିବ ।

 ଯଦି ଆପଣ ନିୟମିତ ଏହି ପ୍ରକ୍ରିୟା କରୁଛନ୍ତି ତେବେ ପାଦ ନରମ ରହିବା ସହ ଟ୍ୟାନରୁ ମୁକ୍ତି ପାଇବେ ଏବଂ କୋମଳ ରହିବ।

Read More