ବର୍ତ୍ତମାନ କୃଷି କାର୍ଯ୍ୟରେ ଉନ୍ନତି ପାଇଁ ନୂଆ ନୂଆ ଜ୍ଞାନ କୌଶଳ ବ୍ୟବହାର କରାଯାଉଛି ।
Image Source - www.pexels.comସମୟ ବଦଳିବା ସହିତ ଚାଷୀମାନେ ମଧ୍ୟ ଆଧୁନିକ କୌଶଳ ବ୍ୟବହାର କରି ଲାଭବାନ ହେଉଛନ୍ତି ।
Image Source - www.pexels.comହାଇଡ୍ରୋପୋନିକ୍ ଚାଷ (Hydroponic Farming), ଯାହା ଚାଷୀଙ୍କୁ ଏହି ନୂଆ ଟେକନିକ୍ ଆଡ଼କୁ ଆକର୍ଷିତ କରୁଛି ।
Image Source - www.pexels.comହାଇଡ୍ରୋପୋନିକ୍ ଚାଷ (Hydroponic Farming) ଆପଣ ନିଜ ଘରେ ମଧ୍ୟ କରିପାରିବେ ।
Image Source - www.pexels.comହାଇଡ୍ରୋପୋନିକ୍ ଚାଷ (Hydroponic Farming) ପାଇଁ ଆପଣଙ୍କର ଟେରିସ୍ ବ୍ୟବହାର କରିପାରିବେ ।
Image Source - www.pexels.comହାଇଡ୍ରୋପୋନିକ୍ ଚାଷ (Hydroponic Farming) କରିବାକୁ ହେଲେ ଅଧିକ ଜମିର ବା ମାଟିର ଆବଶ୍ୟକ ନାହିଁ ।
Image Source - www.pexels.comହାଇଡ୍ରୋପୋନିକ୍ (Hydroponic Farming) ପ୍ରଣାଳୀରେ ଚାଷ କରି ହୁଅନ୍ତୁ ଲାଭବାନ ।
Image Source - www.pexels.com