ଚର୍ବି ହ୍ରାସ କରିବାରେ ମିଲେଟ୍ ଅତ୍ୟନ୍ତ ସହାୟକ । ମାଣ୍ଡିଆ, ବାଜରା,ଜଅରେ ଫାଇବର ଏବଂ ଟ୍ରାଇପଟୋଫାନ୍ ଭରପୂର ମାତ୍ରାରେ ମିଳିଥାଏ ।

By - Tanushree mahapatra
images credit  : pixeles

ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭୂତ ହୋଇଥାଏ, ଯାହା ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିଥାଏ ଏବଂ ଓଜନ ( weight gain ) ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

images credit  : pixeles

ମିଲେଟରେ ଅଧିକ ପରିମାଣର ଫାଇବର ( fibre ) ମିଳିଥାଏ । ତେଣୁ ମିଲେଟ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣର ଫାଇବର ପହଞ୍ଚିଥାଏ l

images credit  : pixeles

ମିଲେଟରେ ଅଧିକ ପରିମାଣର ପୋଷକ ( protein) ତତ୍ତ୍ଵ ରହିଥାଏ l ତେଣୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ ।

images credit  : pixeles

ମିଲେଟରେ ( millets food ) ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର ଖାଦ୍ୟରେ ସାମିଲ କରିବା ପାଇଁ ସରକାର ପ୍ରଚାର ପ୍ରସାର ଚଲାଇଛନ୍ତି ।

images credit  : pixeles

ଟାଇପ୍ -୧ ଏବଂ ଟାଇପ୍-୨ ମଧୁମେହକୁ ରୋକିବାରେ ମିଲେଟ୍ ( millets )  ସାହାଯ୍ୟ କରିଥାଏ। ନିୟମିତ ମିଲେଟ୍ ଖାଇବା ଦ୍ୱାରା ଏହା ଡାଇବେଟିସ ନିୟନ୍ତ୍ରଣ କରେ l 

images credit  : pixeles

ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ଯଅ, ବାଜରା ( ragi )  ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ଏହା ଶରୀର ପାଇଁ ଖୁବ ଲାଭଦାୟକ l

images credit  : pixeles

ମିଲେଟରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆପଣ ଖାଇ ପାରିବେ l ଏହା ଖରା ଦିନରେ ଆପଣଙ୍କ ଶରୀରକୁ ଗରମ ଦାଉରୁ ମଧ୍ୟ ରକ୍ଷା କରିବ l

images credit  : pixeles
Read More