Mustard Oil Benefits-ଦେହ
ପାଇଁ ହିତକର ସୋରିଷ ତେଲ
pic source-www.pexels.com
Sudesna Nayak
ସୋରିଷ ତେଲ (Mustard
oil)ବ୍ୟଞ୍ଜନକୁ ଯେତିକି ସ୍ବାଦିଷ୍ଟ କରେ, ତା ଠାରୁ ଅଧିକା
ଦେହ ପାଇଁ ହିତକର ।
ହୃଦୟକୁ ସୁସ୍ଥ ରଖେ ସୋରିଷ ତେଲ
(Mustard oil)।
ସୋରିଷ ତେଲ (Mustard oil) ଏକ
ଔଷଧ ପରି ମଧ୍ଯ କାମ କରିଥାଏ ।
ନିୟମିତ ଦେହରେ ସୋରିଷ ତେଲ
(Mustard oil) ମାଲିସ କଲେ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି
ମିଳେ ।
ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ଯ
ମୁକ୍ତି ଦିଏ ସୋରିଷ ତେଲ (Mustard oil)।
ଖାଦ୍ଯ ରୋଷେଇରେ ସୋରିଷ ତେଲ
(Mustard oil) ବ୍ୟବହାର କରିବା ଦରକାର ।
Read More