pic source- www.pexels.com
Sudesna Nayak
Orange Health Benefits - କମଳା କରେ
କମାଲ୍
ଆମେ ସାଧାରଣତଃ ଫଳମାନଙ୍କ
ମଧ୍ୟରୁ କମଳା (Oranges) ଖାଇବାକୁ ବେଶ୍ ପସନ୍ଦ କରୁ ।
ସହରର ପ୍ରତ୍ୟକ ବଜାରରେ କମଳା
(Oranges) ସହଜରେ ଉପଲବ୍ଧ ମଧ୍ୟ ହୋଇଥାଏ ।
କମଳା (Oranges)ରେ ଭିଟାମିନ୍-
ସି ପ୍ରଚୁର ପରିମାଣରେ ରହିଛି ।
କମଳା (Oranges) ଶରୀରରୁ
ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।
କମଳା ଚୋପା ତ୍ବଚା ପାଇଁ ବହୁତ
ଭଲ କାମ ଦେଇଥାଏ ।
ସିଜିନ ଅନୁଯାୟୀ, ମିଳୁଥିବା ଫଳ
କିଛି କିଛି ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି
।
Read More