Poultry farming
tips in rainy season-ବର୍ଷା ଋତୁରେ କୁକୁଡ଼ାଙ୍କ
ଯତ୍ନ
Sudesna
Nayak pic
source-www.pexels.com
ବର୍ଷା ଋତୁ ଆରମ୍ଭ ପୂର୍ବରୁ
କୁକୁଡା ଘରର ଛାତର ମରାମତି କରିବା ନିହାତି ଆବଶ୍ୟକ
।
କୁକୁଡା ଘର ଛାତରେ କିଛି କଣାକି
ଫାଙ୍କ ଆଦିକୁ ବନ୍ଦ କରିବା ଦରକାର ।
କୁକୁଡା ଘରର ଚଟାଣରେ ଫାଙ୍କା
ଜାଗା କି ଗାତକୁ ମଧ୍ୟ ବନ୍ଦ କରିବା ନିହାତି ଆବଶ୍ୟକ ।
ଛପର ଛାତ ହୋଇଥିଲେ ସେଥିରେ
ପଲିଥିନ ଘୋଡାଇବା ଦରକାର ।
କୁକୁଡା ଘର ଚାରିପଟେ ଉଠିଥିବା
ଅନାବନା ଘାସକୁ ସଫା କରିଦେବା ଆବଶ୍ୟକ ।
କୁକୁଡା ପାଳନ (Poultry
farming) କରି ଚାଷୀମାନେ ବହୁତ ଲାଭବାନ ହେଉଛନ୍ତି ।
Read More