Weather Update:୧୧ ଯାଏଁ ବର୍ଷା ,ୟେଲୋ ୱାର୍ଣ୍ଣିଂ ଜାରି
By-Sudesna Nayak credit image ;- www.pexels.com
ଆସୁଛି ବର୍ଷା (rain),ତାତିରୁ ମିଳିଛି ସାମୟିକ ମୁକ୍ତି ।
କାଳବୈଶାଖୀ ପ୍ରଭାବରେ ଓଡ଼ିଶା (odisha)ରେ ତାତି ଆହୁରି ହ୍ରାସ ପାଇଛି ।
ବର୍ତ୍ତମାନ ସ୍ୱାଭାବିକରୁ ତାପମାତ୍ରା ୫ରୁ ୭ ଡିଗ୍ରୀ କମ୍ ରହିଛି ।
୧୧ ଯାଏଁ ଓଡ଼ିଶା (odisha)ର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (rain)ହୋଇପାରେ।
୯, ୧୦ ଓ ୧୧ ତାରିଖରେ ଓଡ଼ିଶା (odisha)ର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (rain)ହୋଇପାରେ।
ବର୍ଷା (rain) ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଖରାରେ ଆଉଟୁ ପାଉଟୁ ହେଉଥିବା ଲୋକଙ୍କୁ ଏବେ ତାତିରୁ ତ୍ରାହି ମିଳିଛି ।
Read More