ବିରିୟାନୀ ଅନେକ ଲୋକଙ୍କର ପ୍ରିୟ ଖାଦ୍ୟ। ସେ ଭେଜ ହେଉ କି ନନ୍‌‌ଭେଜ୍‌‌ ଅନେକ ଉପାୟରେ ପ୍ରସ୍ତୁତ କରାଯାଇ ପରଷା ଯାଇଥାଏ।

images credit : pexels 

Tanushree mahapatra

ପ୍ରତିବର୍ଷ ଜୁଲାଇର ପ୍ରଥମ ରବିବାର ସାରା ବିଶ୍ୱରେ ବିରିୟାନୀ ଦିବସ ଭାବେ ପାଳନ କରାଯାଏ।

ବିରିୟାନିର ସ୍ୱାଦ ଲୋକଙ୍କ ହୃଦୟକୁ ଏତେ ପରିମାଣରେ ଛୁଇଁଥାଏ ଯେ ବରିୟାନି ନାମ ଶୁଣିବା ମାତ୍ରେ କିଛି ଜଣଙ୍କ ପାଟିରୁ ଲାଳ ଆସିଯାଏ।

ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍‌‌, ପ୍ରୋଟିନ୍‌‌ ଏବଂ ଫ୍ୟାଟ୍‌‌ ମିଳିଥାଏ।

ବିରିୟାନୀରେ ହଳଦୀ, କେସର ଭଳି ମସଲା ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ କାମ କରେ। ତଥାପି  ମସଲା ଯୁକ୍ତ ବିରିୟାନିଠାରୁ ଦୂରେଇ ରୁହନ୍ତୁ।

କୋଲକାତା ଓ ହାଇଦ୍ରାବାଦ ବିରିୟାନୀ ସବୁଠୁ ଅଧିକ ସ୍ୱାଦିଷ୍ଟ ବୋଲି କୁହାଯାଏ।

ଘରେ ବିରିୟାନୀ ପ୍ରସ୍ତୁତ କରୁଥିଲେ କିଛି ଟିପ୍ସ ଆପଣାନ୍ତୁ ଦୋକାନ ବିରିୟାନୀ ଭଳି ସ୍ୱାଦ ଦେବ।

ବିରିୟାନୀ ଏକ ପାର୍ସୀ ଶଦ୍ଦ ବିରିୟାନ୍‌‌ ରୁ ଆସିଛି। ଯାହାର ଅର୍ଥ ହେଉଛି ରାନ୍ଧିବା ପୂର୍ବରୁ ଭଜା କିମ୍ବା ଗ୍ରିଲ୍‌‌ ହେବା।

Read More