Small Fish Benefits-ଚୂନା ମାଛ ଖାଇଲେ ମିଳିଥାଏ ଲାଭ

pic source-www.pexels.com Sudesna Nayak

  ଚୂନା ମାଛ (Small Fish)ଗାଁ ଠୁ ନେଇ ସହର, ସବୁଠି ସହଜରେ ମିଳିଥାଏ । 

ବଡ଼ ମାଛ ତୁଳନାରେ ଚୁନା ମାଛ (Small Fish)ରେ ଭିଟାମିନ୍‌ ଓ ପ୍ରୋଟିନ୍‌ ଭରପୁର ରହିଥାଏ । 

ଚୂନା ମାଛ (Small Fish)ରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ । 

ଚୂନା ମାଛ (Small Fish)ଖାଇଲେ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଚୂନା ମାଛ (Small Fish)ରେ ଥିବା ଭିଟାମିନ୍‌ ଦୃଷ୍ଟି ଶକ୍ତି ବଢାଇଥାଏ ।

ଚୂନା ମାଛ (Small Fish)ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

Read More