Types of Soils in Odisha
ଓଡ଼ିଶାର
ବିଭିନ୍ନ ପ୍ରକାରର ମାଟି
By
Sudesna Nayak Pic
Source - www.pexels.com
ଆମ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ
ବିଭିନ୍ନ ପ୍ରକାରର ମାଟି (different soil)ଦେଖିବାକୁ
ମିଳିଥାଏ |
ମାଟିକୁ ନେଇ ବିଭିନ୍ନ ଅଞ୍ଚଳର
କୃଷି କାର୍ଯ୍ୟ ଏବଂ ଫସଲ ମଧ୍ୟ ଅଲଗା ଅଲଗା ହୋଇଥାଏ
|
ଲାଲ୍ ମାଟିରେ ଧାନ, ମାଣ୍ଡିଆ,
ହରଡ, ଚିନାବାଦାମ, ମୁଗ, ବୁଟ ପ୍ରଭୃତି ଫସଲ ଚାଷ କରାଯାଏ
।
ବାଦାମୀ ମୃତ୍ତିକାରେ ଅଦା,
ହଳଦୀ, ସପୁରୀ, ଗୋଲମରିଚ, କଫି ଅର୍ଥକାରୀ ଫସଲ ଚାଷ କରାଯାଏ
|
ସମୁଦ୍ର ଉପକୂଳବର୍ତ୍ତୀ ଲବଣାକ୍ତ
ମୃତ୍ତିକାରେ ସୋରିଷ ,ବିଲାତି ବାଇଗଣ ପ୍ରଭୃତି ଚାଷ କରାଗଲେ ଭଲ
ଉତ୍ପାଦନ ମିଳେ ।
ଗେରୁଆ ମୃତ୍ତିକାରେ ଧାନ, ମୁଗ,
ଚଣା, ହରଡ, ଚିନାବାଦାମ, ବିଲାତିଆଳୁ , ମକା, ବାଜରା ପ୍ରଭୃତି
ଫସଲ ଚାଷ କରାଯାଏ ।
More Stories