କେଶ ଅଧିକ ଝଡୁଥିଲେ କେଶରେ ନଡିଆ ତେଲ ବଦଳରେ ଏହାର ପାଣି ବ୍ୟବହାର କରନ୍ତୁ । ଏହା ଖୁବ ଲାଭକାରୀ ହୋଇଥାଏ l

Tanushree mahapatra images credit : pexels 

ଶରୀରରେ ଜଳ ଅଭାବକୁ ଦୂର କରିଥାଏ l ନଡ଼ିଆ ପାଣିରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ରହିଛି l

ଯଦି ଆପଣ ଏହାକୁ ନିଜ କେଶରେ ଲଗାନ୍ତି ତେବେ ଏହା ଆପଣଙ୍କ କେଶରେ ଅନେକ ସମସ୍ୟା ଦୂର କରିଥାଏ l ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ।

ନଡ଼ିଆ ପାଣିରେ ପ୍ରାୟ ୯୪-୯୬% ଜଳ ଥାଏ ଏବଂ ଏହି ଜଳରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମଧ୍ୟ ଥାଏ ।

ନଡ଼ିଆ ଜଳକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ କାରଣ ଏଥିରେ ପ୍ରଚୁର ପରିମାଣର ପୁଷ୍ଟିକର ଗୁଣ ରହିଥାଏ l

ନଡ଼ିଆ ପାଣି ପିଇବା ଦ୍ୱାରା ହାଇଡ୍ରେସନ୍, ପୋଟାସିୟମ୍ ସ୍ତର ବଜାୟ ରଖିବା, ହଜମ ପ୍ରକ୍ରିୟାରେ ଉନ୍ନତି, ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ପାଇଁ ମଧ୍ୟ ଲାଭଦାୟକ ।

ନଡ଼ିଆ ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହେ l ସେହିପରି ନଡ଼ିଆ ପାଣି କେଶରେ ଲଗାଇବା ଦ୍ୱାରା ମଧ୍ୟ ଅନେକ ଲାଭ ହୋଇଥାଏ ।

କେଶରେ ରୂପି ସମସ୍ୟା ହ୍ରାସ କରେ, କାରଣ ଏଥିରେ ଥିବା ଉପାଦାନ ଯାହା କେଶର ତ୍ୱଚାକୁ ମଶ୍ଚରାଇଜ୍ କରିଥାଏ ।

Read More