Agripedia

ଏବେ ବଢିବ ଧାନ ର ଉତ୍ପତି ….

ଧାନ ବିଶ୍ୱ ର ଏକ ପ୍ରମୁଖ ଶସ୍ୟ ଜାତିଆ ଫସଲ ତେଣୁ ନାନଜିଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଓ ଜୋନ ଇନେସ ର ଡଃ ଟୋନି ମିଲର ଏପରି ଏକ ଧାନ ର ଉଦ୍ଭାବନ କରିଛନ୍ତି ଯାହାର ଅମଳ ସାଧାରଣ ଧାନ ଠାରୁ ଶତକଡା ୫୪ ଭାଗ ଅଧିକ |ଏହି ଧାନ ନିଜ ମଧ୍ୟରେ ମାଟି ରେ ପି.ଏଚ ମାତ୍ର କୁ ପରିଚାଳିତ କରିବାରେ ସକ୍ଷମ ;ଫଳରେ ମାଟି ର ପି.ଏଚ ରେ ପରିବର୍ତ୍ତନ ହେଲେ ମଧ୍ୟ ଏହାର ଅମଳ ରେ କୌଣସି ପ୍ରଭାବ ପଡେ ନାହିଁ |

10 January, 2019 4:48 PM IST By: KJ Staff

ଧାନ ବିଶ୍ୱ ଏକ ପ୍ରମୁଖ ଶସ୍ୟ ଜାତିଆ ଫସଲ ତେଣୁ  ନାନଜିଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଜୋନ ଇନେସ ଡଃ ଟୋନି ମିଲର ଏପରି ଏକ ଧାନ ଉଦ୍ଭାବନ କରିଛନ୍ତି ଯାହାର ଅମଳ ସାଧାରଣ ଧାନ ଠାରୁ  ଶତକଡା ୫୪ ଭାଗ ଅଧିକ |ଏହି ଧାନ ନିଜ ମଧ୍ୟରେ ମାଟି ରେ ପି.ଏଚ ମାତ୍ର କୁ ପରିଚାଳିତ କରିବାରେ ସକ୍ଷମ ;ଫଳରେ ମାଟି ପି.ଏଚ ରେ ପରିବର୍ତ୍ତନ ହେଲେ ମଧ୍ୟ ଏହାର ଅମଳ ରେ କୌଣସି ପ୍ରଭାବ ପଡେ ନାହିଁ |

ଡାଲି ଜାତିଆ ଫସଲ ବ୍ୟତୀତ ଅନ୍ୟ ସମସ୍ତ ଫସଲ କୁ ଯବକ୍ଷାରଜାନ ଆବଶ୍ୟକ ହୋଇଥାଏ ଏବଂ ଏହା ଆମୋନିଅମ ବା ନାଇଟ୍ରେଟ ଆକାରରେ ଗଛ ଚେର କୁ ମିଳିଥାଏ |ତେଣୁ ଅଧିକ ନାଇଟ୍ରେଟ ବା ଅଧିକ ଆମୋନିଅମ ଉଭୟ ଗଛ ଲାଗି କ୍ଷେତିକାରକ |ଏହାର ନିରାକରଣ ଲାଗି ଧାନ ରେ ଥିବା ଏକ ଜିନ ଓଏସଏନଆରଟି .(OsNRT2.3 ) ଯାହା ଗଛ ମଧ୍ୟରେ ନାଇଟ୍ରେଟ କୁ ପରିଚାଳିତ କରିଥାଏ |

ଏହି ଜିନ ରୁ ତିଆରି  ପ୍ରୋଟିନ  OsNRT2.3b ଗଛ ମଧ୍ୟ ପି.ଏଚ ଅନୁଯାଇ ନାଇଟ୍ରେଟ ପରିଚାଳିତ କରିଥାଏ ଏବଂ ଏହା ଦ୍ୱାରା ଗଛ ଯବକ୍ଷାରଜାନ ବ୍ୟତୀତ ଲୌହ ଏବଂ ଫସଫରସ ଅଧିକ ଦକ୍ଷତା ସହ ବ୍ୟବହାର କରିଥାଏ |ଫଳସ୍ୱରୂପ ଧାନ ଅମଳ ଶତକଡା ୫୪ ଭାଗ ବୃଦ୍ଧି ହେବ ସହ ଯବକ୍ଷାରଜାନ ର ବ୍ୟବହାର ଦକ୍ଷତା ଶତକଡା ୪୦ ଭାଗ ବୃଦ୍ଧି ହୁଏ |