Agripedia

ପ୍ରଦୂଷଣ ହ୍ରାସ କରୁଛି ହେଜ..

ବାୟୁ ପ୍ରଦୂଷଣ ଏବେ ସବୁଠାରୁ ବଡ ସଙ୍କଟ ଭାବେ ଉଭା ହୋଇଛି |ଏହାର ନିୟନ୍ତ୍ରଣ ଲାଗି ଅନେକ ସହରରେ ରାସ୍ତା କଡରେ ବୃକ୍ଷ ରୋପଣ କରାଯାଉଛି |

21 January, 2019 12:28 PM IST By: KJ Staff

ବାୟୁ ପ୍ରଦୂଷଣ ଏବେ ସବୁଠାରୁ ବଡ ସଙ୍କଟ ଭାବେ ଉଭା ହୋଇଛି |ଏହାର ନିୟନ୍ତ୍ରଣ ଲାଗି ଅନେକ ସହରରେ ରାସ୍ତା କଡରେ ବୃକ୍ଷ ରୋପଣ କରାଯାଉଛି |

 

ତେବେ ବ୍ରିଟେନ ସତିଠା ୟୁନିଭେର୍ସିଟି ଅଫ ସରେର ଗବେଷଣା ଅନୁସାରେ,ରାସ୍ତା କଡରେ ହେଜ ତିଆରି Kariba ଦ୍ୱାରା ପ୍ରଦୂଷଣ କାଂଇଥାଏ |ବାୟୁ ରେ ଥିବା ବ୍ଲାକ କାର୍ବନ ମାତ୍ରା କୁ ଏହା ଶତକଡା ୬୩ ଭାଗ ପର୍ଯ୍ୟନ୍ତ ହ୍ରାସ କରିପାରେ |

ନିଷ୍କର୍ସ ଲାଗି ଗବେଷକ ମାନେ ବ୍ରିଟେନ ରେ ଟି ଅଂଚଳରେ ଅଧ୍ୟୟନ କରିଥିଲେ |ଭାରତୀୟ ବ୍ୟଜ୍ଞାନିକ ପ୍ରଶାନ୍ତ କୁମାର ମଧ୍ୟ ଏଥିରେ ସାମିଲ ଥିଲେ |

କିଛି ଅଂଚଳରେ ରାସ୍ତା କଡରେ ହେଜ ଅନ୍ୟ ଅଞ୍ଚଳ ମାନଙ୍କରେ  ବୃକ୍ଷ ରୋପଣ କରାଯାଇଥିଲା |ଆଉ କିଛି ଅଂଚଳରେ ଉଭୟ ହେଜ ଏବଂ ବୃକ୍ଷ ରୋପଣ କରାଯାଇଥିଲା |ଫଳସ୍ୱରୂପ ଯେଉଁ ଅଂଚଳରେ ହେଜ ସହ ଅନ୍ୟ ବୃକ୍ଷ ରୋପଣ କରାଯାଇଥିଲା ସେହି ଆଖପାଖ କ୍ଷେତ୍ରରେ  ପ୍ରଦୂଷଣ ବେଶ ହ୍ରାସ ପାଇଥିଲା |କିନ୍ତୁ କେବଳ ବୃକ୍ଷ ରୋପଣ ହୋଇଥିବା ଅଂଚଳରେ ଏଭଳି କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା |ହେଜ କାର୍ବନ ସହ ବାୟୁ ରେ ଅନ୍ୟାନ୍ୟ ପ୍ରଦୂଷଣ କମ କରିବାରେ ସକ୍ଷମ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)