Agripedia

ନଡ଼ିଆଗଛରରୋଗଗୁଡ଼ିକଏବଂସେଗୁଡ଼ିକରପ୍ରତିକାର, ଆସନ୍ତୁଜାଣିବା !!

ନଡ଼ିଆବଗିଚାକରିଲେସେଥିପାଇଁଯଥେଷ୍ଟପରିମାଣରଅର୍ଥନିବେଶକରିବାସହିତଗଛଗୁଡ଼ିକରସମ୍ପୂର୍ଣ୍ଣଯତ୍ନନେବାକୁମଧ୍ୟପଡ଼ିଥାଏ l ନଡ଼ିଆଗଛରୁଉପଯୁକ୍ତନଡ଼ିଆପାଇବାକୁହେଲେପ୍ରତିଟିଗଛକୁଗୋଟିଏପିଲାପରିଯତ୍ନନେବାକୁପଡ଼ିବ l ନଡ଼ିଆଗଛରେଅନେକରୋଗଦେଖାଦିଏ,

27 September, 2021 3:41 PM IST By: Sugyan Kumar Nayak

ନଡ଼ିଆବଗିଚାକରିଲେସେଥିପାଇଁଯଥେଷ୍ଟପରିମାଣରଅର୍ଥନିବେଶକରିବାସହିତଗଛଗୁଡ଼ିକରସମ୍ପୂର୍ଣ୍ଣଯତ୍ନନେବାକୁମଧ୍ୟପଡ଼ିଥାଏ l ନଡ଼ିଆଗଛରୁଉପଯୁକ୍ତନଡ଼ିଆପାଇବାକୁହେଲେପ୍ରତିଟିଗଛକୁଗୋଟିଏପିଲାପରିଯତ୍ନନେବାକୁପଡ଼ିବ l ନଡ଼ିଆଗଛରେଅନେକରୋଗଦେଖାଦିଏ, ଯାହାଫଳରେଗଛରଉତ୍ପାଦନଶକ୍ତିଉପରେଏହାକୁପ୍ରଭାବପକାଏଏବଂଚାଷୀକ୍ଷତିସହିଥାଆନ୍ତି l 

ଆସନ୍ତୁଆଜିଆମେନଡ଼ିଆଗଛରେଦେଖାଯାଉଥିବାକେତେକରୋଗଏବଂସେଗୁଡ଼ିକରପ୍ରତିକାରବିଷୟରେଏଠାରେଆଲୋଚନାକରିବା, ଯାହାଫଳରେନଡ଼ିଆଚାଷୀମାନେନିଶ୍ଚିତଭାବରେଉପକାରପାଇପାରିବେ l ନଡ଼ିଆଚାରାଲଗାଇବାବେଳେତାହାରଭଲଭାବେସଫାସୁତରାକରିବାକୁପଡିବ l ପୋକଲାଗିଗଲେଗଛଶୀଘ୍ରମରିଯାଏ l ଗଛରପୁରୁଣାବାହୁଙ୍ଗାରେହଳଦିଆରଙ୍ଗରଚିହ୍ନଚାରିପଟେପାଉଁଶିଆବଳୟଦେଖାଯାଏ । ଏହିଚିହ୍ନଗୁଡିକପରେମିଶିଯାନ୍ତି

ପ୍ରତିକାର

ଅନୁମୋଦିତପରିମାଣରେପୋଟାସିୟମ୍ସାରପ୍ରୟୋଗକରନ୍ତୁ । ଆଜୋକ୍ସିଷ୍ଟ୍ରୋବିନ୍ ୧୮.୨ % + ଡାଇଫେନୋକୋନାଜୋଲ୍ ୧୧.୪% ଏସ.ସି. ୧ ମି.ଲିକିମ୍ବା ୪ଗ୍ରାମ୍ କାର୍ବେଣ୍ଡାଜିମ୍ମାଙ୍କଜେବ୍ମିଶ୍ରିତଦ୍ରବଣକୁ ୧ ଲିଟରପାଣିରେଗୋଳାଇସିଞ୍ଚନକରନ୍ତୁ ।

ଫଳପଚା ଓ ଫଳଝଡାରୋଗ - ଫଳବୃନ୍ତରେ( ମୁଣ୍ଡି ) ମାଟିଆରଙ୍ଗରଚିହ୍ନହେଇପଚିଯାଏ ଓ ପଇଡ଼ଝଡ଼ିପଡ଼େ ।

ପ୍ରତିକାର

ପଡିଥିବାଗୋଟମାପଇଡ଼ ଗୋଟାଇପୋତିଦିଅନ୍ତୁବାପୋଡ଼ିଦିଅନ୍ତୁ । ବର୍ଷାଆରମ୍ଭ ଓ ଶେଷରେଡେଙ୍ଗାଗଛପାଇଁବୋର୍ଡ଼କ୍ସ ୧% ,ଏବଂବାମନଗଛପାଇଁଆଜୋକ୍ସିଷ୍ଟ୍ରୋବିନ୍ ୧୮.୨% + ଡାଇଫେନୋକୋନାଜୋଲ୍ ୧୧.୪% ଏସ.ସି.୧ ମି.ଲି. କିମ୍ବା ୪ ଗ୍ରାମ୍କାର୍ବେଣ୍ଡାଜିମ୍ ଓ ମାଙ୍କଜେବ୍ମିଶ୍ରିତଦ୍ରବଣକୁ ୧ ଲିଟରପାଣିରେଗୋଳାଇସିଞ୍ଚନକରନ୍ତୁ ।

କାଣ୍ଡସ୍ରାବରୋଗ -ମାଟିପାଖରେଥିବାଗଣ୍ଡିରେଫାଟହୋଇନାଲିରୁମାଟିଆରଙ୍ଗରରସବାହାରେ ଓ ପଚିଯାଏ । ରସରରଙ୍ଗକ୍ରମେକଳାପଡ଼ିଯାଏ । ଫାଟକ୍ରମେଉପରକୁବଢ଼ିଗଛରପତ୍ରହଳଦିଆହୁଏ ।

ପ୍ରତିକାର

ଅନୁମୋଦିତସାରଓ  ନିମ୍ବପିଡ଼ିଆଦିଅନ୍ତୁଖରାଦିନେନିୟମିତଜଳସେଚନକରନ୍ତୁ । ବର୍ଷାଋତୁରେଜମିରେପାଣିରହିବାକୁଦିଅନ୍ତୁନାହଁ । ପଚିଥିବାଅଂଶକୁବାହାରକରିଟ୍ରାଇଡ଼ିମେଫନ୍ ୨୫% ଡବ୍ଲ୍ୟୁ.ପି. ୧.୬ ଗ୍ରାମ୍ ୧ ଲିଟରପାଣିକିମ୍ବାମେଟାଲାକ୍ସିଲ୍  ୮% ଓ ମେଙ୍କଜେବ୍ ୬୪ %. ଡବ୍ଲ୍ୟୁ.ପି.ରମିଶ୍ରିତଦ୍ରବଣକୁ ୨ ଗ୍ରାମ୍ ୧ ଲିଟରପାଣିରେଗୋଳାଇଆକ୍ରାନ୍ତଅଂଶରେସିଞ୍ଚନକରନ୍ତୁ ।

କନ୍ଦସଢ଼ାରୋଗ- ନଡ଼ିଆଗଛଉପରେଗୋଟିଏକିମ୍ବାଦୁଇଟିବାହୁଙ୍ଗାହଳଦିଆହୋଇଓହଳିପଡ଼େ । ନୂତନବାହୁଙ୍ଗାରମୂଳସଢ଼ିଯାଇଦୁର୍ଗନ୍ଧହୁଏ । ବାହୁଙ୍ଗାଉପରୁତଳଆଡ଼କୁହଳଦିଆହୋଇଶୁଖିଯାଏ । ଗଛମରିଯାଇପାରେ । ବର୍ଷାସମୟରେଅଧିକଦେଖାଯାଏ । ୨୦ ବର୍ଷରୁକମ୍ଗଛଅଧିକସଂକ୍ରମିତହୋଇଥାଏ ।

ପ୍ରତିକାର

ବର୍ଷାଆରମ୍ଭରେ ଓ ପରେବୋରାଡକ୍ସମିଶ୍ରଣ (୧%) କିମ୍ବାକପରଅକ୍ସିକ୍ଲୋରାଇଡ଼ (୩ ଗ୍ରାମ/ଲିଟର) ସ୍ପ୍ରେକରାଯାଏ । ବାମନକିସମପାଇଁଟେବୁକୋନାଜୋଲ୍ ୫୦% + ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ ୨୫ % ଡବ୍ଲ୍ୟୁ.ଜି. ୦.୪ ଗ୍ରାମ୍ ୧ ଲିଟରପାଣିରେଗୋଳାଇସିଞ୍ଚନକରନ୍ତୁ । ଗଛରପତ୍ରସନ୍ଧିରେହେକ୍ସାକୋନାଜୋଲ୍ ୪ % + ଜିନେବ୍ ୬୮ % ଡବ୍ଲ୍ୟୁ.ପି. ୨.୫ ଗ୍ରାମ୍ ୧ ଲିଟରପାଣିରେମିଶାଇତାହାକୁଏକଛୋଟକଣାଥିବାପ୍ଲାଷ୍ଟିକପ୍ୟାକେଟରେପୁରାଇଗଛରବାହୁଙ୍ଗାସନ୍ଧିରେ ୨ ମାସବ୍ୟବଧାନରେଦୁଇଟିଲେଖାଏଁପ୍ୟାକେଟ୍ରଖନ୍ତୁ । ବର୍ଷାପାଣିରେଏହାଧୋଇହୋଇଏହାବାହୁଙ୍ଗାସନ୍ଧିରେପଶିଯିବଏବଂକନ୍ଦସଢ଼ାରୋଗରପ୍ରତିକାରକରିବ ।

ଚେରସଢ଼ାରୋଗ- ଚେରସଢିଯାଏଏବଂଗଣ୍ଡିରମୂଳଅଂଶରୁରସବାହାରେ । ପ୍ରଥମେପୁରୁଣାବାହୁଙ୍ଗାହଳଦିଆହୋଇଗଛରେଝୁଲିରହେଏବଂମଝିବାହୁଙ୍ଗା ଓ ଅଗବାହୁଙ୍ଗାରେଏହାଦେଖାଯାଏ । ୬ ରୁ ୧୪ ମାସରେଗଛମରିଯାଏ ।

ପ୍ରତିକାର

ଅଧିକଆକ୍ରାନ୍ତଗଛକୁଚେରସହଉପାଡିନଷ୍ଟକରନ୍ତୁ । ଅନ୍ୟଗଛକୁସଂକ୍ରମିତନହେବାପାଇଁଆକ୍ରାନ୍ତଗଛଚାରିପଟେ ୧ ମିଟରଗଭୀର ଓ ୩୦ ସେ.ମି. ଓସାରଖାଇ (ଟ୍ରେଞ୍ଚ) ଖୋଳନ୍ତୁ । ଜଳସେଚନଅନ୍ତାଷନିୟନ୍ତ୍ରଣକରନ୍ତୁ । ଅନୁମୋଦିତସାରଏବଂନିମ୍ବପିଡ଼ିଆ( ୫କି.ଗ୍ରା. / ଗଛ )ପ୍ରତିବର୍ଷପ୍ରୟୋଗକରନ୍ତୁ । ଟ୍ରାଇଡ଼ିମେଫନ୍ ୨୫ % ଡବ୍ଲ୍ୟୁ.ପି. ୧.୬ ଗ୍ରାମ୍୧  ଲିଟରପାଣିକିମ୍ବାମେଟାଲାକ୍ସିଲ୍ ୮ % ଓ ମେଙ୍କଜେବ୍ ୬୪ % ଡବ୍ଲ୍ୟୁ.ପି.ରମିଶ୍ରିତଦ୍ରବଣକୁ ୨ ଗ୍ରାମ୍ ୧ ଲିଟରପାଣିରେଗୋଳାଇଏକପ୍ଲାଷ୍ଟିକଜରିମାଧ୍ୟମରେଚେରକୁବୁଡାଇରଖନ୍ତୁ ।

ନଡ଼ିଆଗଛରେକୌଣସିପ୍ରକାରରରୋଗଦେଖାଗଲେଚାଷୀଭାଇମାନେକୌଣସିପ୍ରକାରରଅବହେଳାକରନ୍ତୁନାହିଁ l ଯଥାଶୀଘ୍ରଏହାରପ୍ରତିକାରବ୍ୟବସ୍ଥାଗ୍ରହଣକରନ୍ତୁ l ଏହାକରିବାଦ୍ୱାରାଗୋଟିଏଗଛରରୋଗଅନ୍ୟଗଛକୁବ୍ୟାପିପାରିବନାହିଁ l