Agripedia

ମାଂସ ଖାଇବାକୁ ଭଲପାଆନ୍ତି କି ?

ମାଂସ ଖାଇବାକୁ ଭଲପାଆନ୍ତି କି ?

19 March, 2019 1:30 PM IST By: KJ Staff

ପଲଟ୍ରି ବା ଘରୋଇ ପକ୍ଷୀ କହିଲେ ମାଂସ ଓ ଅଣ୍ଡା ଲାଗି ପାଳନ କରାଯାଉଥିବା ପକ୍ଷୀଙ୍କୁ ବୁଝାଏ |ଏଥିରେ କୁକୁଡ଼ା ,ବତକ ,ଗୁଣ୍ଡୁରୀ ଚଢେଇ , ଗୀଶ,ଟର୍କୀ ଇତ୍ୟାଦି ଚଢେଇ ଙ୍କୁ ବୁଝାଏ |ଏଥି ମଧ୍ୟରୁ କୁକୁଡ଼ା ଏବଂ ବତକ ସର୍ବାଧିକ ପାଳନ କରାଯାଏ |

ଆଜି ହେଉଛି ସେଇ ଛଡେଇ ଙ୍କର ଦିବସ !ଘରୋଇ ପକ୍ଷୀ ଦିବସ |

କାହିଁକି ଭଲ କୁକୁଡ଼ା ମାଂସ?

-ସାଧାରଣତଃ ଲୋକ ମଟନ ବା ଛେଳି ମାଂସ ପ୍ରତି ଅଧିକ ରୁଚି ଦେଖାଇଥାନ୍ତି କିନ୍ତୁ ଆପଣ ଜାଣି ରଖିବା ଆବଶ୍ୟକ ଯେ ଏହା ରେଡ ମିଟ ବା ଏଥିରେ ବହୁତ ଅଧିକ କୋଲେଷ୍ଟେରୋଲ ରହିଛି ଯାହା ଆପଣଙ୍କୁ ବିଭିନ୍ନ ରୋଗ ର ସମ୍ମୁଖୀନ କରାଇବା |ହୃଦ ରୋଗ ବା ଅଧିକ ରକ୍ତ ଚାପ ପରି ସମସ୍ୟା ରେ ପୀଡିତ ଥିଲେ ଏଥିରୁ ଦୁରେଇ ରହିବ ଆବଶ୍ୟକ |

-ତେଣୁ ଆପଣଙ୍କ କା ଲାଗି କୁକୁଡ଼ା ମାଂସ ବା ମାଛ ପ୍ରଯୁର୍ଯ୍ୟ |ଏଥିରେ ଥିବା ପ୍ରୋଟିନ ଏବଂ ଓ଼ମେଗା-୩-ଫ୍ୟାଟି-ଏସିଡ ଆପଣଙ୍କ ଶରୀର ଗଠନ ତଥା ଓଜନ ନିୟନ୍ତ୍ରଣ ରେ ସାହାଯ୍ୟ କରେ |

-ଅଧିକ ରେଡ ମିଟ ଖାଇଲେ ହୃଦ୍ଘାତ ର ସମ୍ଭାବନା ବହୁତ ଅଧିକ ଥାଏ |

ମାଂସ ପ୍ରେମୀ ଙ୍କ ଲାଗି :

-ମାଂସ ଖାଇବା ଆପଣଙ୍କ ଶରୀର ଲାଗି ବେଶ ଉପଯୋଗୀ ମାତ୍ର ଏହାକୁ ଅଧିକ ଖାଆନ୍ତୁ ନାହିଁ ବା ଅଧିକ ରେଡ ମିଟ ଖାଆନ୍ତୁ ନାହିଁ |


-ସ୍ୱାସ୍ଥ୍ୟକର ମାଂସ ଖାଆନ୍ତୁ ଯେପରି ଘରୋଇ ଚଢେଇ ,କୁକୁଡ଼ା ମାଂସ|


-ଯଥା ସମ୍ଭବ ମାଂସ ରୁ କୋଲେଷ୍ଟେରୋଲ ମାତ୍ର କମ କରିବାର ଚେଷ୍ଟା କରନ୍ତୁ|ସବୁବେଳେ ମାଂସ କୁ ମସଲା ଦେଇ ଖାଆନ୍ତୁ ନାହିଁ |ସିଜ ମାଂସ ବା ସାଲାଡ଼ ଖାଇବା ଶରୀର ପ୍ରତି ହିତକାରୀ |


-ମାଂସ କୁ ବେକ ,ରୋଷ୍ଟ ,ଷ୍ଟେୟୁ କରି ଖାଆନ୍ତୁ |


-ମାନେ ରଖନ୍ତୁ ହୃଦ ରୋଗ ପରି ସମସ୍ୟା ଥିଲେ ଅଧିକ ମାଂସ ଖାଇବା ଆପଣଙ୍କ ଲାଗି ସମସ୍ୟା ହୋଇପାରେ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)