Agripedia

କାହିଁକି ଖାଇବେ ନାଳିଆ ଆଳୁ !!

ଆଜି କାଲି ଘରେ ଘରେ ହେଉଥିବା ମଧୁମେହ ବା ଡାଇବେଟିସ ରୋଗୀ ଙ୍କ ଲାଗି ଆଳୁ ଖାଇବା ମନା |ଆଳୁ ଜାତୀୟ ଖାଦ୍ୟ ରେ ସରକାର ର ଭାଗ ଅଧିକ ଥାଏ |ତେବେ ଏହି ସରକାର ଶରୀରରେ ଗ୍ଲୁକୋଷ କୁ ପରିଣତ ହୁଏ ଏବଂ ତାହା ଶରୀର ର ଶର୍କରା ର ମାତ୍ର ବଢ଼ାଇ ଥାଏ |ଏହା ଯୋଗୁ ଅଧିକ ଇନ୍ସୁଲିନ ର ଦରକାର ପଡେ ଏବଂ ତାହାର ଅବାହ ରୁ ମଧୁମେହ ରୋଗ ହୋଇଥାଏ |

20 February, 2019 3:23 PM IST By: KJ Staff

ଆଜି କାଲି ଘରେ ଘରେ ହେଉଥିବା ମଧୁମେହ ବା ଡାଇବେଟିସ ରୋଗୀ ଙ୍କ ଲାଗି ଆଳୁ ଖାଇବା ମନା |ଆଳୁ ଜାତୀୟ ଖାଦ୍ୟ ରେ ସରକାର ର ଭାଗ ଅଧିକ ଥାଏ |ତେବେ ଏହି ସରକାର ଶରୀରରେ ଗ୍ଲୁକୋଷ କୁ ପରିଣତ ହୁଏ ଏବଂ ତାହା ଶରୀର ର ଶର୍କରା ର ମାତ୍ର ବଢ଼ାଇ ଥାଏ |ଏହା ଯୋଗୁ ଅଧିକ ଇନ୍ସୁଲିନ ର ଦରକାର ପଡେ ଏବଂ ତାହାର ଅବାହ ରୁ ମଧୁମେହ ରୋଗ ହୋଇଥାଏ |

ତେବେ ଏବେ ମଧୁମେହ ରୋଗୀ ଙ୍କ ଲାଗି ଖୁସି ଖବର !ଏହି ପରି ନାଲି ଆଳୁ ବିଶେଷ କରି ମଧୁମେହରୋଗୀ ଙ୍କ ଲାଗି ଉପଯୋଗୀ |
ଜଣାନ୍ତୁ କାହିଁକି ଖାଇବେ ଏହି ଆଳୁ -

୧)ଚିନ୍ତା ବା ଷ୍ଟ୍ରେସ ହ୍ରାସ କରେ ! ଏଥିରେ ଥିବା ପର୍ଯ୍ୟାପ୍ତ ମାତ୍ର ର ଭିଟାମିନ ବି୬ ସ୍ନାୟୁ କୁ ସୁସ୍ଥ ରଖେ ତେଣୁ ଆପଣଙ୍କ ମିଜାଜ ଭଲ ରୁହେ ଓ ଚିନ୍ତା କମ ରୁହେ |

୨) ଅଧିକ ଶକ୍ତି ମିଳେ :ଅନ୍ୟ ସମସ୍ତ ଆଳୁ କିସମ ଠାରୁ ଏଠାକୁ ବେକ ,ଭର୍ତ୍ତା ବା ସିଝା କରି ଖାଇଲେ ଶରୀର କୁ ସର୍ବାଧିକ ଉର୍ଜା ମିଳେ |


୩)ଚର୍ବି ମୁକ୍ତ:ଏହା ପ୍ରାକୃତିକ ଭାବେ ଚର୍ବି ମୁକ୍ତ ତେଣୁ ଏହାକୁ ବେକ ବା ରୋଷ୍ଟ କରି ମସଲା ଦେଇ ଖାଇପାରିବେ |ଏହା ଅନ୍ୟ ଆଳୁ ଅପେକ୍ଷା ଅଧିକ ସୁଆଦିଆ

୪)ରକ୍ତ ଚାପ ନିୟନ୍ତ୍ରଣ :ଏଥିରେ ହାରାହାରି ଶତକଡା ୨୦ ଭାଗ ପୋଟାସିଅମ ଥିଲା ବେଳେ କଦଳୀ
ରେ ମାତ୍ର ୯ % ଥାଏ |ତେଣୁ ସୋଡ଼ିଅମ ବିହୀନ ଏହି ଆଳୁ ,ରକ୍ତ ଚାପ ନିୟନ୍ତ୍ରଣ କରିବା ଲାଗି ଚମତ୍କାରୀ ଭାବେ କାମ କରେ |


୫)ରୋଗ ପ୍ରତିରୋଧକ ଶକ୍ତି :ଏହାର ଚୋପା ରେ ଫାଇବର ଭାରି ରହିଥିଲା ବେଳେ ମାଂସ ରେ ଭରପୁର ମାତ୍ର ର ଭିଟାମିନ ସି ରହିଛି |ଶତକଡା ୪୫ ଭାଗ ର ଆବଶ୍ୟକ ଭିଟାମିନ ସି ଆମେ ଏହି ଥିରୁ pai ପାରିବ |ତେବେ ଏହି ଭିଟାମିନ ଯୋଗୁ ଏହା ଆମର ରୋଗୀ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଶରୀର ର କ୍ଷତାକ୍ତ କୋଶିକା କୁ ସତେଜ କରେ|

 

୬)ଓଜନ ନିୟନ୍ତ୍ରଣ :ଏକ ମଧ୍ୟମ ଆକାର ର ନାଳିଆ ଆଳୁ ରେ ଥାଏ ୩ ଗ୍ରାମ ଫାଇବର| ଏହାକୁ ଖାଇଲେ ଅଧିକ ସମୟ ଯାଏ ଭୋକ ଲାଗେ ନାହିଁ |ତେଣୁ ଆପଣ ଯଦି ଓଜନ ନିୟନ୍ତ୍ରଣ କରିବା ଚାହୁଁଥାନ୍ତି ତେବେ ଏହାକୁ ନିଶ୍ଚିନ୍ତ ଆହାର ରେ ସାମିଲ କରନ୍ତୁ |


୭)କୋଷିକା ନିୟନ୍ତ୍ରଣ :ଶରୀରସୁସ୍ଥ ରଖିବାକୁ ହେଲେ ପ୍ରଥମେ ନୂତନ କୋଷିକା ତିଆରି ଏବଂ ପୁରାଣ କୋଷିକା ର ନିଷ୍କାସନ କରିବା କୁ ପଡିଥାଏ |ଏହି ଆଳୁ ର ନାଲି ଚମଡା ଖୁବ ନରମ ଓ ପତଳା ତେଣୁ ଏହା ଦ୍ୱାରା swada ରେ କୌଣସି ପରିବର୍ତନ ହୁଏ ନାହିଁ |ଏହାର ର ଚମଡା ରେ ଭାରି ରହିଥାଏ ପର୍ଯ୍ୟାପ୍ତ ଭିଟାମିନ ,ଫାଇବାର ,କ୍ୟାଲସିଉମ ,ଲୌହ ଇତ୍ୟାଦି |ଏହାକୁ ସମସ୍ତ ପ୍ରକର ବ୍ୟଞ୍ଜନ ସହ ମିଶାଇ କହିପାରିବେ |ତେଣେ ଏହି ସବୁ ତଥ୍ୟ ଲାଗି ଶରୀର ରେ ନୂତନ କୋଶିଶ ଧାରଣ ଏବଂ ତାଙ୍କୁ କାର୍ଯ୍ୟରତ କରିବାକୁ ଏହା ବହୁ ମାତ୍ର ରେ ପ୍ରଭାବିତ କରେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)