Animal Husbandry

ଏଫ.ଆର.ପି.କାର୍ପ ହାଚେରୀ

ବିଗତ ଦିନର କାର୍ପ ମାଛଙ୍କ ପ୍ରଜନନ ପ୍ରକ୍ରିୟା ଓ ଗୁଣ୍ଠ ଜାଅଁଳା ଉତ୍ପାଦନ ପୋଖରୀରିରେ ହାପା ସାହାଯ୍ୟ ରେ କରାହୁରେଥିଲା ତା ପରେ ଏହାକୁ ଗୋଲାକାର ସେମେଣ୍ଟ ହ୍ୟାଚେରୀରେ କରାଗଲା ଏହି ସେମେଣ୍ଟ ହାଃଚେରୀ ଗୁଡିକ ସ୍ଥାନାନ୍ତର ହୋଇପାରୁନଥିଲା

04 November, 2018 6:45 PM IST By: KJ Staff

ବିଶେଷତ୍ୱ :

  • ଏହା ହାଲୁକା
  • ଏକ ସ୍ଥାନ ରୁ ଅନ୍ୟ ସ୍ତନ କୁ ସ୍ଥାନାନ୍ତର କରିହେବ
  • ସହଜେ ସ୍ଥାପନ କରାଯାଇପାରିବ ଓ ଖୋଲାଯାଇପାରିବ
  • ଏହା ଶକ୍ତ ଓ ୧୫ ବର୍ଷ ଯାଏ କାର୍ଯ୍ୟକ୍ଷମ ଅଟେ
  • ସୁବିଧାରେ ପରିଚାଳନା କରାଯାଇ ପାରିବ
  • ସହଜରେ ମରାମତି କରିହେବ

ବିଗତ ଦିନର କାର୍ପ ମାଛଙ୍କ ପ୍ରଜନନ ପ୍ରକ୍ରିୟା ଓ ଗୁଣ୍ଠ ଜାଅଁଳା ଉତ୍ପାଦନ ପୋଖରୀରିରେ ହାପା ସାହାଯ୍ୟ ରେ କରାହୁରେଥିଲା  ତା ପରେ ଏହାକୁ ଗୋଲାକାର ସେମେଣ୍ଟ ହ୍ୟାଚେରୀରେ କରାଗଲା ଏହି ସେମେଣ୍ଟ ହାଃଚେରୀ ଗୁଡିକ ସ୍ଥାନାନ୍ତର ହୋଇପାରୁନଥିଲା

ଏହା ପରେ ପ୍ଲାଷ୍ଟିକ ହାଃଚେରୀ ବା ପ୍ଲାଷ୍ଟିକ ରେ  ଏଫ.ଆର.ପି. ହାଃଚେରୀଟି ସିଫା ର ଏ.ପି.ଏ ସିମେଂଟ ଦ୍ୱାରା ପ୍ରସ୍ତୁତ କରାଯାଇଛି

ଏହାର କାର୍ଯ୍ୟଦକ୍ଷତା ଅତୁଳନୀୟ ଏବଂ କ୍ଷୁଦ୍ର ଓ ମାଧ୍ୟମ ଶ୍ରେଣୀରେ ମାଛ ଚାଷୀଙ୍କ ପାଇଁ ଉପଯୁକ୍ତ ଏକ ସମୟରେ ପ୍ଲାଷ୍ଟିକ ହାଃଚେରୀ ୭-୨୦ କି.ଗ୍ର.ମାଇଁ ମାଛଙ୍କୁ ପ୍ରଭାବିତ ପ୍ରଜନନ କରଇ ୧୦-୧୨ ଲକ୍ଷ ପର୍ଯ୍ୟନ୍ତ ଗୁଣ୍ଡ ଜାଅଁଳା ଉତପଦନ କରାଇପାରିବେ ବର୍ତମାନ ଗୋଟିଏ ଏଫ.ଆର.ପି. ହତଚେରୀ ର ମୂଲ୍ୟ ୧,୨୫,୦୦୦ ଟଙ୍କା ଅଟେ  |